Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଝଙ୍କଡ ସାରଳା ମନ୍ଦିର ଭୋଗ-ଦୀପ ଦୋକାନ ନିଲାମ : ପ୍ରଶାସନ ଦାୟିତ୍ୱରେ ଗାଡି ପାର୍କିଂ ରଖିବାକୁ ଦାବି
ଆଞ୍ଚଳିକ

ଝଙ୍କଡ ସାରଳା ମନ୍ଦିର ଭୋଗ-ଦୀପ ଦୋକାନ ନିଲାମ : ପ୍ରଶାସନ ଦାୟିତ୍ୱରେ ଗାଡି ପାର୍କିଂ ରଖିବାକୁ ଦାବି

March 5, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର : ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ସାରଳା ମନ୍ଦିରର ଭୋଗ ଦୋକାନ, ଦୀପ ଦୋକାନ, ଗାଡି଼ ପାର୍କିଙ୍ଗ, ଯୋତାଷ୍ଟାଣ୍ଡ ଓ ଶୌଚାଳୟର ବାର୍ଷିକ ନିଲାମ ପାଇଁ ଗତକାଲି ଟେଣ୍ଡର ଆହ୍ବାନ କରାଯାଇଥିଲା। ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା, ମନ୍ଦିର ପୋଲିସ ଫାଣ୍ଡି ଅଧିକାରୀ, କନକପୁର ପୋଲିସ ଫାଣ୍ଡି ଅଧିକାରୀଙ୍କ ଉପସ୍ଥିତିରେ ଟେଣ୍ଡର ଖୋଲାଯାଇଥିଲା। ଦୀପଦୋକାନ ପାଇଁ ୩ଟି ଟେଣ୍ଡର ପଡିଥିବା ବେଳେ ସର୍ବୋଚ୍ଚ ଟେଣ୍ଡର ଦାତା ତ୍ରୀଲୋଚନ ରାଉଳଙ୍କୁ ୭୫ଲକ୍ଷ ୮୫ ହଜାର ୫୫୦ଟଙ୍କାରେ ନିଲାମ ଦିଆଯାଇଥିଲା।

ଭୋଗ ଦୋକାନ ପାଇଁ ୮୦ଲକ୍ଷ ୫୩ ହଜାର ୩୦୩ ଟଙ୍କାରେ ଚନ୍ଦନ ପଣ୍ଡା ଏକମାତ୍ର ବ୍ୟକ୍ତି ଭାବରେ ଟେଣ୍ଡର ପକାଇଥିବାରୁ ଏହି ଟେଣ୍ଡର କାହାରିକୁ ଦିଆଯାଇନାହିଁ। ଏହି ଟେଣ୍ଡରଟିକୁ ବିଚାର ପାଇଁ ଜଗତସିଂହପୁର ଜିଲ୍ଲାପାଳ ତଥା ଶାରଳା ମନ୍ଦିର ଟ୍ରଷ୍ଟି ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିକଟକୁ ପଠାଇ ଦିଆଯାଇଛି। ଶୌଚାଳୟ ନିମନ୍ତେ ମଧ୍ୟ ସମାନ ଭାବରେ ଗୋଟିଏ ଟେଣ୍ଡର ପଡିଥିବାରୁ ନିଲାମ ପ୍ରକ୍ରିୟା ଅସମାହିତ ରହିଛି । ଅପରପକ୍ଷରେ ଯୋତାଷ୍ଟାଣ୍ଡ ଓ ଗାଡି଼ପାର୍କିଂ ନିମନ୍ତେ କେହିବି ଟେଣ୍ଡର ପକାଇ ନାହାନ୍ତି। ଗାଡି଼ପାର୍କିଂ ନିଲାମ କରାଗଲେ ନିଲାମଧାରୀମାନେ ଚୁକ୍ତି ଖିଲାପକରି ଯାତ୍ରୀଙ୍କ ଠାରୁ ମନଇଛା ଅର୍ଥ ଆଦାୟ କରାଯାଉଥିବା ନେଇ ଅଭିଯୋଗ ଶୁଣିବାକୁ ମିଳୁଛି। ଗାଡିପାର୍କିଂକୁ ମନ୍ଦିର ପ୍ରଶାସନ ନିଜ ଅଧୀନରେ ରଖିବାକୁ ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଆ ପକ୍ଷ ଉପଲକ୍ଷେ ଗୋଦାବାରୀଶ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

April 11, 2026

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ

April 9, 2026

ଜମି ପାଇଁ ହାଣିଲେ : ପରିବାରର ୬ ଆହତ

April 7, 2026

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026
Latest News

BonV Aero: ଖୋର୍ଦ୍ଧାରେ ବନ୍‌ଭି ଏରୋ ର ନୂଆ ଡ୍ରୋନ ପାର୍କ, ୩୦୦ କୋଟି ଟଙ୍କା ନିବେଶ 

April 11, 2026

ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ : ଜଣେ ମୃତ

April 11, 2026

ଦୁବାଇରୁ କାଠମାଣ୍ଡୁ ଯାଉଥିଲା ବିମାନ, ଲକ୍ଷ୍ନୌ ବିମାନବନ୍ଦରରେ ହେଲା ଜରୁରୀକାଳୀନ ଅବତରଣ

April 11, 2026

ମଞ୍ଚୁରିଆନ୍ ଓ କଢାଇ ପନୀର ଖାଇ ମୃତ୍ୟୁ: ଜାଣନ୍ତୁ କାରଣ କ’ଣ, ଗ୍ରୀଷ୍ମଋତୁରେ ଖାଦ୍ୟକୁ ନେଇ ରୁହନ୍ତୁ ସତର୍କ

April 11, 2026

ଯୁବକଙ୍କୁ ଉଠାଇନେଲା ପୋଲିସ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.