Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ପ୍ରଯୋଜିତ ବିଶ୍ୱ ନାଟ୍ୟ ମେଳାରେ ନାଟକ “କୋଣାର୍କ କହୁଛି କଥା”କୁ ଛଅ ଜାତୀୟ ପୁରସ୍କାର
ଆଜିର ଖବର

ବାଣପୁରରେ ପ୍ରଯୋଜିତ ବିଶ୍ୱ ନାଟ୍ୟ ମେଳାରେ ନାଟକ “କୋଣାର୍କ କହୁଛି କଥା”କୁ ଛଅ ଜାତୀୟ ପୁରସ୍କାର

February 6, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: କଳିଙ୍ଗ କନ୍ୟା କଳା ପରିଷଦ, ବାଣପୁର ପ୍ରଯୋଜିତ, ଭିକାରୀ ଚରଣ ପ୍ରଧାନଙ୍କ ରଚିତ, ପ୍ରମୋଦ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶିତ ଐତିହାସିକ ନାଟକ “କୋଣାର୍କ କହୁଛି କଥା” କୁ ୩ଟି ଜାତୀୟ ପୁରସ୍କାର ମିଳିଛି। ଥିଏଟର ମୁଭମେଣ୍ଟ ଦ୍ୱାରା ଆୟୋଜିତ ରଜତ ଜୟନ୍ତୀ ଅବସରରେ ଜାତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା ଓ ବିଶ୍ୱ ନାଟ୍ୟ ମେଳାରେ ମଞ୍ଚସ୍ଥ ଏହି ନାଟକଟି ପ୍ରଥମ ଶ୍ରେଷ୍ଠ ଐତିହାସିକ ନାଟକ, ଦ୍ୱିତୀୟ ଶ୍ରେଷ୍ଠ ଶିଶୁ ନାଟକ, ପ୍ରଥମ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ଲାଭ କରିଥିବା ବେଳେ “ଧର୍ମପଦ” ଭୂମିକାରେ ଅଭିନୟ କରୁଥିବା ରାଜଶ୍ରୀ ପଲାଇଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ଅଭିନେତ୍ରୀ, ସର ‘ମା ଭୂମିକାରେ ଅଭିନୟ କରୁଥିବା ସ୍ୱୟଂ ଶ୍ରୀଦ୍ଧା ଘଡ଼ାଇ ଏବଂ ରାଜା ଭୂମିକାରେ ଅଭିନୟ କରୁଥିବା ଅନୀତା ପ୍ରଧାନଙ୍କୁ ଚେୟାରମ୍ୟାନ ଆୱାର୍ଡ ମିଳିଛି।

ଅନୁଷ୍ଠାନ ପକ୍ଷରୁ ଉପଦେଷ୍ଟା ନାଟ୍ୟ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ୱାଇଁ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ପ୍ରଯୋଜିକା ରଂଜୁ ବାଳା ଚମ୍ପତିରାୟ ଏହି ପୁରସ୍କାର ଆୟୋଜିତ ଭବ୍ୟ ପୁରସ୍କାର ବିତରଣୀ ଉତ୍ସବରେ ମାନ୍ୟଗଣ୍ୟ ଅଥିତିମାନଙ୍କ ହାତରୁ ଗ୍ରହଣ କରିଛନ୍ତି। ଫଳରେ ଆମ ଅଂଚଳର ଜନସାଧାରଣଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି।

କଳିଙ୍ଗ କନ୍ୟା କଳା ପରିଷଦ ଜାତୀୟ ପୁରସ୍କାର ବାଣପୁର ବିଶ୍ୱ ନାଟ୍ୟ ମେଳା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ଖୋଲାଖୋଲି ବିକ୍ରି ହେଉଥିଲା “ମେଡ୍ ଇନ୍ ପାକିସ୍ତାନ” ସାମଗ୍ରୀ: ରାକେଟର ପର୍ଦ୍ଦାଫାସ କଲା ପୋଲିସ

March 31, 2026
Latest News

ଆଜି ପଞ୍ଜାବ କିଙ୍ଗସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ଏକାଦଶ

March 31, 2026

ନକ୍ସଲମୁକ୍ତ ଭାରତ: ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା  

March 31, 2026

“ପ୍ରଧାନମନ୍ତ୍ରୀ ଯାହା କରିପାରିବେ, ତାହା…”: ଇରାନ ଯୁଦ୍ଧ ଉପରେ ଓମାର ଅବଦୁଲ୍ଲାଙ୍କ ବଡ଼ ବୟାନ

March 31, 2026

ନକ୍ସଲମୁକ୍ତ ଭାରତ ଘୋଷଣା ପରେ ଶିବସେନା ସାଂସଦଙ୍କ ପ୍ରତିକ୍ରିୟା: ସରକାରକୁ କଲେ ପ୍ରଶ୍ନ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.