Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାନ ସିନା ଦାନ ତା’ ମହାନ୍‌ :  ମୃତ୍ୟୁ ପୂର୍ବରୁ ସାତଜଣଙ୍କ ଜୀବନ ବଞ୍ଚାଇଲା କୁନି ପୁଅ ୟଶ୍‌
ଆଜିର ଖବର

ସାନ ସିନା ଦାନ ତା’ ମହାନ୍‌ :  ମୃତ୍ୟୁ ପୂର୍ବରୁ ସାତଜଣଙ୍କ ଜୀବନ ବଞ୍ଚାଇଲା କୁନି ପୁଅ ୟଶ୍‌

December 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅହମଦାବାଦ: ସାନ ସିନା ଦାନ ତା’ ମହାନ୍‌ କଥାଟିକୁ ପ୍ରମାଣ କରିଛନ୍ତି ଗୁଜୁରାଟର ଅଢେଇ ବର୍ଷର ଶିଶୁ ୟଶ୍‌ ଓଝା । ନିଜ ଜୀବନ ବଦଳରେ 7ଟି ଜୀବନକୁ ବଞ୍ଚାଇଛନ୍ତି ୟଶ୍‌ । ଅଢେଇ ବର୍ଷର ଶିଶୁ ପୁତ୍ର ୟଶ୍‌ ଦ୍ବିତୀୟ ମହଲାର ବାଲ୍‌କୋନୀର ଖସି ପଡିଯାଇଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଥିଲା ।  ୟଶ୍‌ଙ୍କର ଅଙ୍ଗଦାନ କରିଛନ୍ତି ତାଙ୍କ ବାପ-ମା’ । ୟଶଙ୍କର ହୃତପିଣ୍ଡ, ଲିଭର, ଫୁସଫୁସ୍, କିଡନୀ ଓ ଆଖି ଦାନ କରାଯାଇଛି। ଏହାଫଳରେ ସାତ ଜଣ ଶିଶୁ ନୂଆ ଜୀବନ ପାଇଛନ୍ତି ।

ସର୍ବକନିଷ୍ଠ ଶିଶୁ ଭାବେ ୟଶ୍‌ ଅଙ୍ଗଦାନ କରିଛି । ୟଶର ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍ ବିମାନରେ ଚେନ୍ନାଇ ପଠାଯାଇଥିଲା । ଋଷର ଜଣେ ଚାରି ବର୍ଷର ଶିଶୁ ଶରୀରରେ ୟଶ୍‌ର ହୃତ୍‌ପିଣ୍ଡ ପ୍ରତିରୋପଣ କରାଯାଇଥିଲା ।ସେହିପରି  ୟୁକ୍ରେନ୍ର ଜଣେ ଚାରି ବର୍ଷର ଶିଶୁ ଶରୀରରେ ୟଶ୍‌ର ଫୁସ୍‌ଫୁସ୍ ପ୍ରତିରୋପଣ କରାଯାଇଛି । ଏହି 2ଟିଯାକ ପ୍ରତିରୋପଣ ଚେନ୍ନାଇର ଏମଜିଏମ୍ ହସ୍ପିଟାଲରେ କରାଯାଇଛି। ସେହିପରି ୟଶ୍‌ର ଦୁଇଟିଯାକ କିଡ୍‌ନୀ ଜଣେ 13 ବଷର ଝିଅ ଓ ଆଉ ଜଣେ 17 ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଛି। ଆଉ ଜଣେ ଦୁଇ ବର୍ଷର ଝିଅଠାରେ ୟଶ୍‌ର ଲିଭର୍‌ ପ୍ରତ୍ୟାରୋପଣ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026

ପଡ଼ିଆରେ ଲଢ଼େଇ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଣ୍ଡ: ଫର୍ଣ୍ଣାଣ୍ଡୋଙ୍କୁ ମଧ୍ୟ ଜରିମାନା କଲା ଆଇସିସି 

August 24, 2026

ଐତିହ୍ୟର ମୂଳ, ଭବିଷ୍ୟତର ଡେଣା

August 24, 2026

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026
Latest News

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026

ପଡ଼ିଆରେ ଲଢ଼େଇ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଣ୍ଡ: ଫର୍ଣ୍ଣାଣ୍ଡୋଙ୍କୁ ମଧ୍ୟ ଜରିମାନା କଲା ଆଇସିସି 

August 24, 2026

ଐତିହ୍ୟର ମୂଳ, ଭବିଷ୍ୟତର ଡେଣା

August 24, 2026

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.