Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାସନ କାର୍ଡଧାରୀଙ୍କୁ ମିଳିବ 2500ଟଙ୍କା
ଆଜିର ଖବର

ରାସନ କାର୍ଡଧାରୀଙ୍କୁ ମିଳିବ 2500ଟଙ୍କା

December 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ତାମିଲନାଡୁ : ରାସନ କାର୍ଡଧାରୀଙ୍କୁ 2500ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ରାସନ କାର୍ଡଧାରୀଙ୍କୁ ଚାଉଳ ସହିତ ଏକ କିଲୋ ଚିନି ଓ ଆଖୁ ବି ମାଗଣାରେ ଦିଆଯିବ । ଆସନ୍ତା ଜାନୁଆରୀ 4 ତାରିଖରୁ ଏହା ଦିଆଯିବା ନେଇ ସୂଚନା ରହିଛି । ତେବେ ଏହା ତାମିଲନାଡୁରେ ଦିଆଯିବ ।

ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ପ୍ରତ୍ୟେକ ଦଳର ପ୍ରସ୍ତୁତି ମଧ୍ୟ ଜୋର୍‌ଦାର୍‌ ଚାଲିଛି। ତାମିଲନାଡୁରେ 2021 ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମନ୍ଦିର ପରିଦର୍ଶନ କରିବା ପରେ ତାଙ୍କ ନିର୍ବାଚନମଣ୍ଡଳୀ ଇଡାପଡ୍ଡୀରୁ ପ୍ରଚାର ଆରମ୍ଭ କରିଥିଲେ। ପ୍ରଚାର ସମୟରେ ସେ ପୋଙ୍ଗଲ ପର୍ବକୁ ଦୃଷ୍ଟିରେ ରଖି ରାସନ ଚାଉଳ କାର୍ଡଧାରୀଙ୍କୁ 2500ଟଙ୍କା ନଗଦ ଦେବାକୁ ଘୋଷଣା କରିଛନ୍ତି।  2.06 କୋଟି ରାସନ ଚାଉଳ କାର୍ଡଧାରୀଙ୍କୁ ଏହି ସମସ୍ତ ସୁବିଧା ମିଳିବ । ପୋଙ୍ଗଲ୍‌ ପର୍ବକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ଘଷାଷଣା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିରୋଧୀ ନେତା ଏମ୍‌କେ ଷ୍ଟାଲିନ୍‌। ଲୋକେ ଅସୁବିଧାରେ ରହିଥିବାବେଳେ କୌଣସି ପ୍ରକାରର ସହାୟତା ଦିଆଯାଇନଥିଲା, କିନ୍ତୁ ନିର୍ବାଚନ ପାଖେଇ ଆସିବାରୁ ମୁଖ୍ୟମନ୍ତ୍ରୀ 2500ଟଙ୍କା ଦେବାକୁ ଘୋଷଣା କରିଛନ୍ତି।

ଏଆଇଡିଏମ୍‌କେ ସରକାର 2014 ମସିହାରେ ଏକ କିଲୋ ଚାଉଳ, ଏକ କିଲୋ ଚିନି ସହିତ 100ଟଙ୍କା ଲେଖାଏଁ ଦେବା ଆରମ୍ଭ କରାଯାଇଥିଲା । 2018 ମସିହାରେ ଏହି ରାଶିକୁ ବଢାଇ ଏକ ହଜାର ଟଙ୍କାର କରାଯାଇଥିଲା । ଏବେ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ 2500ଟଙ୍କାକୁ ବୃଦ୍ଧି କରିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ଆସନ୍ତା ୧୮ ରେ ପକ୍ଷୀ ଓ ୨୦ ରେ ଡ଼ଲଫିନ ଗଣନା

January 16, 2026

IND-NZ ତୃତୀୟ ODI ପୂର୍ବରୁ ମହାକାଳେଶ୍ୱର ମନ୍ଦିର ଦର୍ଶନ କଲେ KL ରାହୁଲ: ନନ୍ଦୀଙ୍କୁ କଲେ ପୂଜା

January 16, 2026

ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ: ଆଶ୍ଚର୍ଯ୍ୟ କଲା ଫଳାଫଳ, ଜାଣନ୍ତୁ କେଉଁ ଦଳକୁ କେତେ ଆସନ?

January 16, 2026

ଆସନ୍ତାକାଲିଠାରୁ ଦୁଇ ଦିନିଆ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି 

January 16, 2026
Latest News

ଚିଲିକାରେ ଆସନ୍ତା ୧୮ ରେ ପକ୍ଷୀ ଓ ୨୦ ରେ ଡ଼ଲଫିନ ଗଣନା

January 16, 2026

IND-NZ ତୃତୀୟ ODI ପୂର୍ବରୁ ମହାକାଳେଶ୍ୱର ମନ୍ଦିର ଦର୍ଶନ କଲେ KL ରାହୁଲ: ନନ୍ଦୀଙ୍କୁ କଲେ ପୂଜା

January 16, 2026

ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ: ଆଶ୍ଚର୍ଯ୍ୟ କଲା ଫଳାଫଳ, ଜାଣନ୍ତୁ କେଉଁ ଦଳକୁ କେତେ ଆସନ?

January 16, 2026

ଆସନ୍ତାକାଲିଠାରୁ ଦୁଇ ଦିନିଆ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି 

January 16, 2026

ବାଂଲାଦେଶରେ ଆଉ ଏକ ହିନ୍ଦୁ ଉପରେ ଆକ୍ରମଣ, ହିନ୍ଦୁ ଶିକ୍ଷକଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃର୍ତ୍ତ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.