ସୁନ୍ଦରଗଡ: ଜଣେ ବାଇକ ଚାଳକଙ୍କ ଠାରୁ ୨୨ ହଜାର ୫ ଶହ ଟଙ୍କା ଜରିମାନା କରାଯାଇଛି। ଚେକିଂ ସମୟରେ ଆରଟିଓ କର୍ମଚାରୀ ବାଇକ ଚାଳକଙ୍କ ଠାରୁ ଏହି ଜରିମାନା କରିଛନ୍ତି। ଗାଡି ଚାଳକ ମଦ ପିଇ ଗାଡି ଚଳାଉଥିଲେ ବୋଲି ସୂଚନା ରହିଛି। ଏହା ସହିତ ତାଙ୍କ ପାଖରେ ଗାଡିର ଆବଶ୍ୟକୀୟ କାଗଜପତ୍ର ନଥିବା ଜଣାପଡିଛି। ଜରିମାନା ବାଇକ ଚାଳକ
Konark Festival 4th Day: କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ପରିବେଷଣ ହେଲା ମଣିପୁରୀ ଓ ଓଡିଶୀDecember 5, 2025