ବାଇକ ଚାଳକଙ୍କୁ ୨୨ ହଜାର ୫ ଶହ ଟଙ୍କା ଜରିମାନା

Published: Dec 27, 2020, 6:38 pm IST

ସୁନ୍ଦରଗଡ: ଜଣେ ବାଇକ ଚାଳକଙ୍କ ଠାରୁ ୨୨ ହଜାର ୫ ଶହ ଟଙ୍କା ଜରିମାନା କରାଯାଇଛି। ଚେକିଂ ସମୟରେ ଆରଟିଓ କର୍ମଚାରୀ ବାଇକ ଚାଳକଙ୍କ ଠାରୁ ଏହି ଜରିମାନା କରିଛନ୍ତି। ଗାଡି ଚାଳକ ମଦ ପିଇ ଗାଡି ଚଳାଉଥିଲେ ବୋଲି ସୂଚନା ରହିଛି। ଏହା ସହିତ ତାଙ୍କ ପାଖରେ ଗାଡିର ଆବଶ୍ୟକୀୟ କାଗଜପତ୍ର ନଥିବା ଜଣାପଡିଛି।

Related posts