Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବ୍ରିଟେନରୁ ଆସିଥିବା ଭାରତର ୩୮ ଜଣଙ୍କଠାରୁ ମିଳିଲା ନୋଭେଲ କରୋନା ଭୂତାଣୁର ନୂତନ ଷ୍ଟ୍ରେନ
ଜାତୀୟ ଖବର

ବ୍ରିଟେନରୁ ଆସିଥିବା ଭାରତର ୩୮ ଜଣଙ୍କଠାରୁ ମିଳିଲା ନୋଭେଲ କରୋନା ଭୂତାଣୁର ନୂତନ ଷ୍ଟ୍ରେନ

January 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ବ୍ରିଟେନରେ ଦେଖା ଦେଇଥିବା ନୂତନ ଭାରିଆଣ୍ଟ ଜିନୋମ ଦ୍ଵାରା ମୋଟ ୩୮ ଟି ନମୁନା ସଂକ୍ରମିତ ବୋଲି ଜଣାପଡିଛି । ସେଗୁଡିକ ମଧ୍ୟରେ ନିମହାନ୍ସ ବେଙ୍ଗାଲୁରୁରୁ ୧୦ଟି, ସିସିଏମବି ହାଇଦ୍ରାବାଦରୁ ୩ଟି, ଏନଆଇଭି ପୁଣେରୁ ୫ଟି, ଆଇଜିଆଇବି ଦିଲ୍ଲୀରୁ ୧୧ଟି, ଏନସିଡିସି ନୂଆଦିଲ୍ଲୀରୁ ୮ଟି ଏବଂ ଏନସିବିଜି କୋଲକାତାରୁ ୧ଟି ।

ତେବେ ଏନସିବିଏସ, ଇନଷ୍ଟେମ, ବେଙ୍ଗାଲୁରୁ, ସିଡିଏଫଡି ହାଇଦ୍ରାବାଦ, ଆଇଏଲଏସ ଭୁବନେଶ୍ୱର, ଏବଂ ଏନସିସି ପୁଣେ ଏପର‌୍ୟ୍ୟନ୍ତ କୌଣସି ବ୍ରିଟେନର ମ୍ୟୁଟାଣ୍ଟ ଭୂତାଣୁ ପାଇ ନାହାଁନ୍ତି । ୧୦ ଟି INSACOG ଲ୍ୟାବରେ (ଏନଆଇବିଏମଜି କୋଲକାତା, ଆଇଏଲଏସ ଭୁବନେଶ୍ୱର, ଏନଆଇଭି ଏବଂ ଏନସିସିଏସ ପୁଣେ, ସିସିଏମବି ଏବଂ ସିଡିଏଫଡି ହାଇଦ୍ରାବାଦ, ଇନଷ୍ଟେମ ଏବଂ ନିମହାନ୍ସ ବେଙ୍ଗାଲୁରୁ, ଆଇଜିଆଇବି ଏବଂ ଏନସିଡିସି ଦିଲ୍ଲୀରେ ପଜିଟିଭ ନମୁନା ପରୀକ୍ଷା କରାଯାଉଛି ।

ଏହି ସମସ୍ତ ବ୍ୟକ୍ତିଙ୍କୁ ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ସ୍ୱାସ୍ଥ୍ୟସେବା ସୁଧାର କେନ୍ଦ୍ରରେ ଏକକ କୋଠରୀରେ ରଖାଯାଇଛି । ସେମାନଙ୍କର ଘନିଷ୍ଠ ସମ୍ପର୍କୀୟଙ୍କୁ ମଧ୍ୟ କ୍ଵାରେଣ୍ଟାଇନରେ ରଖାଯାଇଛି। ସହ-ଯାତ୍ରୀ, ପାରିବାରିକ ସମ୍ପର୍କ ଏବଂ ଅନ୍ୟମାନଙ୍କ ସହିତ ବିସ୍ତୃତ ଯୋଗାଯୋଗ ଏବଂ ଅନୁସନ୍ଧାନ କାର‌୍ୟ୍ୟ ଆରମ୍ଭ କରାଯାଇଛି। ଅନ୍ୟ ଏକ ନମୁନା ପାଇଁ ଏକ ଜେନୋମ ସିରିଜ ଉପରେ କାର‌୍ୟ୍ୟ ମଧ୍ୟ ଚାଲିଛି ।

ସମଗ୍ର ପରିସ୍ଥିତିକୁ ସତର୍କତାର ସହିତ ତଦାରଖ କରାଯାଉଛି ଏବଂ ଓଘଝଇଉଙଏ ପରୀକ୍ଷାଗାରଗୁଡିକରେ ଉନ୍ନତ ନିରୀକ୍ଷଣ, ଧାରଣ, ପରୀକ୍ଷା ଏବଂ ନମୁନା ପଠାଇବା ପାଇଁ ନିୟମିତ ବ୍ୟବଧାନରେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଉଛି। ପରିସ୍ଥିତି ଦୃଷ୍ଟିରୁ ସାବଧାନତା ଅବଲମ୍ବନ କରାଯାଉଛି ଏବଂ ଓଘଝଇଉଙଏ ଲ୍ୟାବରେ ନମୁନାଗୁଡ଼ିକର ଉନ୍ନତ ନିରୀକ୍ଷଣ, ଆବଦ୍ଧାଞ୍ଚଳ, ପରୀକ୍ଷା ଏବଂ ନମୁନା ପଠାଇବା ପାଇଁ ରାଜ୍ୟମାନଙ୍କୁ ନିୟମିତ ରୂପେ ପରାମର୍ଶ ଦିଆଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଅହମ୍ମଦାବାଦ ବିମାନବନ୍ଦରକୁ ମେଟ୍ରୋ ସଂଯୋଗ ପାଇଁ ପର୍ଯ୍ୟାୟ-୨ଏ ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ

June 11, 2026

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026

ବିଶ୍ୱ ନେତାମାନଙ୍କଠାରୁ ଅଭିନନ୍ଦନ ବାର୍ତ୍ତା ଗ୍ରହଣ କଲେ ନରେନ୍ଦ୍ର ମୋଦୀ

June 10, 2026
Latest News

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026

ଅହମ୍ମଦାବାଦ ବିମାନବନ୍ଦରକୁ ମେଟ୍ରୋ ସଂଯୋଗ ପାଇଁ ପର୍ଯ୍ୟାୟ-୨ଏ ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ

June 11, 2026

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026

ନାକଟିଦେଉଳରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.