Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିଲ୍ଲୀ ସୀମାରେ ବହୁ ସଂଖ୍ୟାରେ ପୋଲିସ: କୌଣସି ମୁହୂର୍ତ୍ତରେ ହୋଇପାରେ ଆକ୍ସନ
ଆଜିର ଖବର

ଦିଲ୍ଲୀ ସୀମାରେ ବହୁ ସଂଖ୍ୟାରେ ପୋଲିସ: କୌଣସି ମୁହୂର୍ତ୍ତରେ ହୋଇପାରେ ଆକ୍ସନ

January 28, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗାଜିପୁର: ଦିଲ୍ଲୀ-ଉତ୍ତରପ୍ରଦେଶ ସୀମାରେ ଆନ୍ଦୋଳନ କରୁଥିବା କୃଷକମାଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ହେଉଛି। ବହୁ ସଂଖ୍ୟାରେ ପୋଲିସ, ଆରଏଏଫ ଏବଂ ବଜ୍ର ଗାଡିକୁ ଦେଖି ସ୍ପଷ୍ଟ ହୋଇଯାଉଛି। ସମଗ୍ର ଦେଶର ନଜର ବର୍ତ୍ତମାନ ଗାଜିପୁର ସୀମା ଉପରେ ରହିଛି। ବହୁ ସଂଖ୍ୟାରେ ପୋଲିସ ଫୋର୍ସଙ୍କୁ ଦେଖି କୃଷକ ନେତା ମଧ୍ୟ ସତର୍କ ରହିଛନ୍ତି। ୨୬ ଜାନୁୟାରୀରେ ଟ୍ରାକ୍ଟର ପରେଡ଼ ସମୟରେ ହିଂସାକୁ ନେଇ ସୀମାରେ ହଲଚଲ ବଢିଯାଇଛି।

ଯୋଗୀ ସରକାର ସୀମାରେ ଧାରଣାସ୍ଥଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ସୀମାରେ ଆନ୍ଦୋଳନରତ ଚାଷିମାନଙ୍କୁ ମଧ୍ୟ ଧାରା ୧୩୩ ଅନୁଯାୟୀ ନୋଟିସ ହୋଇଛି। ସେଠାରେ ୧୪୪ ଧାରା ମଧ୍ୟ ଲଗାଯାଇଛି। ଏପରିକି ପ୍ରଦର୍ଶନକାରୀଙ୍କୁ ଧାରଣସ୍ଥଳରୁ ଉଠାଇବା ପାଇଁ ଗାଡ଼ିର ବ୍ୟବସ୍ଥା ମଧ୍ୟ ହୋଇଛି। ଗାଜିପୁର ସୀମାକୁ ଦୁଇ ପାର୍ଶ୍ଵରୁ ବନ୍ଦ କରିଦିଆଯାଇଛି। ଏହା ପୂର୍ବରୁ ସେଠାରେ ସବୁ ପ୍ରକାର ସୁବିଧା ଯଥା ପାଣି, ଆଲୋକ ବ୍ୟବସ୍ଥାକୁ ମଧ୍ୟ ହଟାଇ ଦିଆଯାଇଛି।

ଏହାସହିତ କୃଷକମାନଙ୍କୁ ସେହି ସ୍ଥାନରୁ ହଟି ଘରକୁ ଯିବା ପାଇଁ ନିବେଦନ କରୁଥିବା ଦେଖାଯାଇଛି। ସୂଚନା ଅନୁଯାୟୀ, ଯଦି ସେମାନେ ଧାରଣସ୍ଥଳରୁ ନ ହଟନ୍ତି, କୌଣସି ମୁହୂର୍ତ୍ତରେ ବଳପୂର୍ବକ ହଟାଇବା ଲାଗି ପୋଲିସ ପ୍ରୟାସ କରିବେ ବୋଲି ଖବର ମିଳୁଛି।

ଆନ୍ଦୋଳନ
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.