Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବେନିୟମ ଟ୍ରେନ ଟିକଟ କାରବାରରେ ୧ ଗିରଫ
ଅପରାଧ

ବେନିୟମ ଟ୍ରେନ ଟିକଟ କାରବାରରେ ୧ ଗିରଫ

February 11, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବେନିୟମ ଏବଂ କମିଶନ ହିସାବରେ ଟ୍ରେନ ଟିକଟ କାରବାର କରି ଆଜି ବ୍ରହ୍ମପୁର ଜଣେ ଯୁବକ ଆର୍‌ପିଏଫ୍ ହାତରେ ଧରାପଡ଼ି ଗିରଫ ହୋଇଛି। ଯୁବକ ଜଣକ ହେଲେ କୁଠାରୀ ମନ୍ଦିର ସାହିର ଲକ୍ଷ୍ମୀ ସଦେଇ।

ଘଟଣାରୁ ପ୍ରକାଶ ଯେ, ଲକ୍ଷ୍ମୀ ବେନିୟମ ଭାବେ ଟ୍ରେନ ଟିକଟ ସଂରକ୍ଷଣ ଏବଂ ବିକ୍ରୀ କରୁଥିବା ନେଇ ଆର୍‌ପିଏଫ୍ ଖବର ପାଇ ଆଜି ଚଢ଼ାଉ କରିଥିଲା। ସେଠାରୁ ବେନିୟମ ଭାବେ ରେଲୱେ ଆଇଡ଼ିରେ ୧୦ଟି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ବୁକିଂ କରାଯାଇପାରୁଥିବା ଆଇଡ଼ି ଥିବା ଦେଖିବାକୁ ମିଳିଥିଲା। ଲକ୍ଷ୍ମୀ ନିକଟରୁ ୯ଟି ଆଗାମୀ ଦିନର ସଂରକ୍ଷଣ ଟିକଟ ଯାହାର ମୂଲ୍ୟ ୬୮୨୮.୫୨ ଟଙ୍କା ଏବଂ ୪୦ଟି ପୂର୍ବରୁ ବ୍ୟବହାର ହୋଇଥିବା ସଂରକ୍ଷଣ ଟିକେଟ ଯାହାର ମୂଲ୍ୟ ୨୭ ହଜାର ୯୪୪ ଟଙ୍କାର ଟିକଟ ଜବତ ହୋଇଥିଲା। ଚଢ଼ାଉରେ ସବ୍ ଇନିସ୍‌ପେକ୍ଟର ସିକେ ତିୱାରୀ ଏବଂ ଆର୍‌ପିଏଫ୍‌ର ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ଥିଲେ।

ଏନେଇ ଥାନା କେସ ନଂ ସି୩ସି/୧୭/୨୦୨୧ ୟୁ/ଏସ୍ ୧୪୩ ରେଲୱେ ଆକ୍ଟରେ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ କୋର୍ଟଚାଲଣ କରାଯାଇଥିବା ଥାନାଧିକାରୀ ଦିଲିପ ସାର୍ ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇ-ଆଧାରିତ ଶିକ୍ଷା ସଂସ୍କାର ଉପରେ ଆଲୋଚନାଚକ୍ର

January 15, 2026

ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଲେ ରାଜ୍ୟପାଳ

January 15, 2026

ଉଦଘାଟିତ ହେଲା ଅଟ୍ରି ମକର ମହୋତ୍ସବ

January 15, 2026

ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ କାର୍ଯ୍ୟ ସମୀକ୍ଷା

January 15, 2026
Latest News

ଏଆଇ-ଆଧାରିତ ଶିକ୍ଷା ସଂସ୍କାର ଉପରେ ଆଲୋଚନାଚକ୍ର

January 15, 2026

ଲୋକଭବନ ଉଦ୍ୟାନ ପରିଦର୍ଶନରେ ଆସିଥିବା ପିଲାମାନଙ୍କ ସହ ଖୁସି ବାଣ୍ଟିଲେ ରାଜ୍ୟପାଳ

January 15, 2026

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ ଦେଲା ଭାରତ: ହେଲ୍ପଲାଇନ୍ ନମ୍ବର ଜାରି

January 15, 2026

ଉଦଘାଟିତ ହେଲା ଅଟ୍ରି ମକର ମହୋତ୍ସବ

January 15, 2026

ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ବିଭାଗୀୟ କାର୍ଯ୍ୟ ସମୀକ୍ଷା

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.