Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଂଲଣ୍ଡ ବିପକ୍ଷ ଟି-୨୦ରେ ବାଦ ପଡିବେ!: ଫିଟନେଶ୍ ପରୀକ୍ଷାରେ ବିଫଳ ହେଲ ୬ ଖେଳାଳି
ଆଜିର ଖବର

ଇଂଲଣ୍ଡ ବିପକ୍ଷ ଟି-୨୦ରେ ବାଦ ପଡିବେ!: ଫିଟନେଶ୍ ପରୀକ୍ଷାରେ ବିଫଳ ହେଲ ୬ ଖେଳାଳି

February 12, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବେଙ୍ଗାଲୁରୁ ନ୍ୟାଶନାଲ କ୍ରିକେଟ ଆକାଡେମୀରେ ବିସିସିଆଇ ପକ୍ଷରୁ ଇଂଲଣ୍ଡ ବିପକ୍ଷ ଟି-୨୦ ଓ ଟି-୨୦ ବିଶ୍ୱକପ ପାଇଁ ୧୫ରୁ ୨୦ ଖେଳାଳିଙ୍କୁ ତାଲିମ ଦିଆଯାଉଛି। ଏହାସହିତ ଖେଳାଳିଙ୍କ ଫିଟନେଶ୍ ପରୀକ୍ଷା ମଧ୍ୟ କରାଯାଉଛି। ବେଙ୍ଗାଲୁରୁ ନ୍ୟାଶନାଲ କ୍ରିକେଟ ଆକାଡେମୀରେ ହୋଇଥିବା ଫିଟନେଶ୍ ପରୀକ୍ଷାରେ ୬ ଭାରତୀୟ କ୍ରିକେଟ ଖେଳାଳି ବିଫଳ ହୋଇଛନ୍ତି।  ଏହି ଫିଟନେଶ ପରୀକ୍ଷାରେ ଓ୍ୱିକେଟ୍ କିପର ସଞ୍ଜୁ ସାମସନ, ଇଶାନ କିଶନ, ନୀତିଶ ରାଣା, ରାହୁଲ ତେଓ୍ୱାତିଆ, ସିଦ୍ଧାର୍ଥ କୌଲ ଓ ଜୟଦେବ ଉନାଦକତ ଫେଲ ହୋଇଛନ୍ତି। ତେବେ ଏମାନଙ୍କୁ ପୁଣି ଥରେ ନିଜକୁ ପ୍ରମାଣିତ କରିବାକୁ ସୁଯୋଗ ଦିଆଯିବ।

ସୂଚନା ଅନୁଯାୟୀ, ଯଦି ଦ୍ୱିତୀୟ ଥର ପାଇଁ ଏହି ଖେଳାଳିମାନେ ଫିଟନେଶ ପରୀକ୍ଷାରେ ଫେଲ୍ ହୁଅନ୍ତି, ତେବେ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଏମାନେ ମନୋନୀତ ହେବା ଅସମ୍ଭବ ହୋଇପଡ଼ିବ। ଫିଟନେଶ ପରୀକ୍ଷାରେ ପାସ କରିବାକୁ ହେଲେ ଓ୍ୱିକେଟ୍ କିପର ଓ ସ୍ପିନରଙ୍କ ପାଇଁ ୮ ମିନିଟ ୩୦ ସେକେଣ୍ଡରେ ୨କିମି ଦୌଡିବାକୁ ସମୟ ନିର୍ଦ୍ଧାରଣ କରାଯାଇଥିବା ବେଳେ ଦ୍ରୁତ ବୋଲରଙ୍କ ପାଇଁ  ୨ କିମି ପୁରା କରିବାକୁ ୮ ମିନିଟ ୧୫ ସେକେଣ୍ଡର ସମୟ ସ୍ଥିର କରାଯାଇଛି।

ବେଙ୍ଗାଲୁରୁ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍: ସନ୍ଧ୍ୟାରେ ଭାରତ ବନାମ ଆମେରିକା ମ୍ୟାଚ୍, ଜାଣନ୍ତୁ ପିଚ୍ ରିପୋର୍ଟ

February 7, 2026

ମାଲେସିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

February 7, 2026

ମହଙ୍ଗା ପଡିଲା “ନମସ୍ତେ ଟ୍ରମ୍ପ”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଟାର୍ଗେଟ କଲା କଂଗ୍ରେସ

February 7, 2026

ଆଜି ସୁନା ଏବଂ ରୂପାର ମୂଲ୍ୟ ବଢିଛି ନା କମିଛି?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁର ଦର

February 7, 2026
Latest News

ଟି-୨୦ ବିଶ୍ୱକପ୍: ସନ୍ଧ୍ୟାରେ ଭାରତ ବନାମ ଆମେରିକା ମ୍ୟାଚ୍, ଜାଣନ୍ତୁ ପିଚ୍ ରିପୋର୍ଟ

February 7, 2026

ମାଲେସିଆ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ଥାନ ବିବୃତ୍ତି

February 7, 2026

ମହଙ୍ଗା ପଡିଲା “ନମସ୍ତେ ଟ୍ରମ୍ପ”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଟାର୍ଗେଟ କଲା କଂଗ୍ରେସ

February 7, 2026

ଆଜି ସୁନା ଏବଂ ରୂପାର ମୂଲ୍ୟ ବଢିଛି ନା କମିଛି?: ଜାଣନ୍ତୁ ଏହି ମୂଲ୍ୟବାନ ଧାତୁର ଦର

February 7, 2026

ବିଏମସିର ମେୟର ହେବେ ବିଜେପିର ଋତୁ ତାୱଡେ, ଶିବସେନାର ସଞ୍ଜୟ ଶଙ୍କର ଡେପୁଟି ମେୟର

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.