Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ଲାକ ଫଙ୍ଗସ ବଢୁଥିବା ରାଜ୍ୟମାନଙ୍କୁ ଅତିରିକ୍ତ ଆମ୍ଫୋଟେରିସିନ୍‌-ବି ଔଷଧ ପଠାଯାଇଛି: ସଦାନନ୍ଦ ଗୌଡା
ଆଜିର ଖବର

ବ୍ଲାକ ଫଙ୍ଗସ ବଢୁଥିବା ରାଜ୍ୟମାନଙ୍କୁ ଅତିରିକ୍ତ ଆମ୍ଫୋଟେରିସିନ୍‌-ବି ଔଷଧ ପଠାଯାଇଛି: ସଦାନନ୍ଦ ଗୌଡା

May 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ବ୍ଲାକ ଫଙ୍ଗସ ବଢୁଥିବା ରାଜ୍ୟମାନଙ୍କୁ ଅତିରିକ୍ତ ଆମ୍ଫୋଟେରିସିନ୍‌-ବି ଔଷଧ ପଠାଯାଇଛି: ସଦାନନ୍ଦ ଗୌଡା

ନୂଆଦିଲ୍ଲୀ, କେନ୍ଦ୍ର ରସାୟନ ଓ ସାରମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା ଶନିବାର ଦେଶରେ କ୍ରମବର୍ଦ୍ଧିଷ୍ଣୁ ମ୍ୟୁକୋରମାଏକୋସିସ୍ ବା ବ୍ଲାକ ଫଙ୍ଗସ ରୋଗର ସବିଶେଷ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ସେ କହିଛନ୍ତି ଯେ ଏହି ରୋଗର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଆମ୍ଫୋଟେରିସିନ- ବି ଅତିରିକ୍ତ ୨୩୬୮୦ ଭାଏଲ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ଯୋଗାଇ ଦିଆଯାଇଛି।

ସେ କହିଛନ୍ତି ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟକୁ ଏହି ଅତିରିକ୍ତ ଔଷଧ ପ୍ରଦାନ କରାଯାଇଛି । ଏଯାବତ୍ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୮୮୪୮ଜଣ ମ୍ୟୁକୋରମାଏକୋସିସ୍ ରୋଗରେ ଆକ୍ରାନ୍ତ ହେଇଛନ୍ତି ।

ଓଡିଶାରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୧୫ଥିଲା । ଓଡିଶା ଏହି ଅତିରିକ୍ତ ସହାୟତାରେ ୫୦ଭାଏଲ ଆମ୍ଫୋଟେରିସିନ-ବି ପାଇଛି । ମ୍ୟୁକୋରମାଏକୋସିସ୍ ଏକ କବକ ବା ଫଙ୍ଗସ୍ ସଂକ୍ରମଣ ଜନିତ ରୋଗ । ଏହା କୋଭିଡ୍ ରୋଗୀଙ୍କ ମଧ୍ୟରେ ଦେଖାଯାଉଛି ।

ଗୁଜରାଟରେ ସର୍ବାଧିକ ୨୨୮୧, ମହାରାଷ୍ଟ୍ରରେ ୨୦୦୦, ଆନ୍ଧ୍ରପ୍ରଦେଶର ୯୧୦, ମଧ୍ୟପ୍ରଦେଶର ୭୨୦ ଓ ରାଜସ୍ଥାନରେ ୭୦୦ ଲୋକ ଏହି ବ୍ୟାଧିରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟାନ୍ୟ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଅପେକ୍ଷା ଅପେକ୍ଷାକୃତ କମ୍ ରହିଛି ।

ବ୍ଲାକ ଫଙ୍ଗସ
Share. Facebook Twitter LinkedIn Email WhatsApp Copy Link

Related Posts

ଗଛକଟା ଅଭିଯୋଗରେ ଫରେଷ୍ଟର ସସପେଣ୍ଡ, କାରଣ ଦର୍ଶାଅ ନୋଟିସ ପରେ ଆକ୍ସନ

September 19, 2026

କଥା କଟାକଟିରୁ ରଣକ୍ଷେତ୍ର, ବରଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା

September 19, 2026

ନାଇଜର ହଷ୍ଟେଲରୁ ପଡ଼ି ଛାତ୍ର ମୃତ, ତଦନ୍ତ ଆରମ୍ଭ

September 19, 2026

ଆଜି ପବିତ୍ର ରାଧାଷ୍ଟମୀ: ଶ୍ରୀମନ୍ଦିରରେ ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

September 19, 2026
Latest News

ଗଛକଟା ଅଭିଯୋଗରେ ଫରେଷ୍ଟର ସସପେଣ୍ଡ, କାରଣ ଦର୍ଶାଅ ନୋଟିସ ପରେ ଆକ୍ସନ

September 19, 2026

କଥା କଟାକଟିରୁ ରଣକ୍ଷେତ୍ର, ବରଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା

September 19, 2026

ନାଇଜର ହଷ୍ଟେଲରୁ ପଡ଼ି ଛାତ୍ର ମୃତ, ତଦନ୍ତ ଆରମ୍ଭ

September 19, 2026

ଆଜି ପବିତ୍ର ରାଧାଷ୍ଟମୀ: ଶ୍ରୀମନ୍ଦିରରେ ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

September 19, 2026

ବିବାହ ପ୍ରସ୍ତାବକୁ ମନା କରିବାରୁ ଭୟଙ୍କର କାଣ୍ଡ: ମହିଳାଙ୍କ ମୁଣ୍ଡରେ କୁରାଢ଼ି ଚୋଟ, ଯୁବକ ଗିରଫ

September 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.