Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜଗତସିଂହପୁର ସଦର ମହକୁମାରେ ଉଦଘାଟନ ହେଲା “ଭି ବଜ଼ାର”
ଆଞ୍ଚଳିକ

ଜଗତସିଂହପୁର ସଦର ମହକୁମାରେ ଉଦଘାଟନ ହେଲା “ଭି ବଜ଼ାର”

September 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ସଦର ମହକୁମାର ବଡ଼ବଜ଼ାର ଠାରେ ଘରୋଇ ସାମଗ୍ରୀର ଏକ ସୋ ରୁମ୍ “ଭି ବଜ଼ାର”କୁ ଜଗତସିଂହପୁରର ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ମଧୁସୂଦନ ସାହୁ ଆନୁଷ୍ଠାନିକ ଭାବେ ଫିତା କାଟି ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଭି ବଜ଼ାରର ରିଜିଓନାଲ ମ୍ୟାନେଜର ମନୋରଞ୍ଜନ ପରିଡା, ମ୍ୟାନେଜର ବଦ୍ରି ନାରାୟଣ ମହାନ୍ତି, ଆସିଷ୍ଟାଣ୍ଡ ମ୍ୟାନେଜର ତୁଷାରକାନ୍ତ ଭଟ,ବରିଷ୍ଠ ସାମ୍ବାଦିକ ଶୁଭଙ୍କର ଜେନା, ତପନ ରାଉତରାୟ, ସମାଜସେବୀ ଅରୁଣ ମହାରଣା ଓ “ଭି ବଜ଼ାର”ର କର୍ମକର୍ତ୍ତା, ଜଗତସିଂହପୁରର ଭୁଦ୍ଧିଜୀବି, ବିଶିଷ୍ଟବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଏହି ଭି ବଜ଼ାର ଦେଶର ୮୧ ତମ ବଜାର ହୋଇଥିବା ବେଳେ ରାଜ୍ୟର ପଞ୍ଚମ ବଜ଼ାର ଅଟେ ଏହା ଜଗତସିଂହପୁର ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଘରୋଇ ଉପକରଣର ସମସ୍ତ ଜିନିଷ ଉପଲବ୍ଧ କରିପାରିବ। ଏହା ଜଗତସିଂହପୁରର ସବୁଠାରୁ ବୃହତ ଭି ବଜ଼ାର ଭାବେ ପ୍ରତିଷ୍ଠିତ ହୋଇପାରିଛି। ଆଗକୁ ଦଶହରା ,କୁମାର ପୁର୍ଣିମା ,ଦୀପାବଳି ଥିବାରୁ ଲୋକମାନଙ୍କୁ ଭଲ ଜିନିଷ ଉପଲବ୍ଧ କରିପାରିବ ବୋଲି “ଭି ବଜ଼ାର”ର ରିଜିଓନାଲ ମ୍ୟାନେଜର ମନୋରଞ୍ଜନ ପରିଡା କହିଛନ୍ତି।

ଜଗତସିଂହପୁର ସଦର ମହକୁମା
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଆଜି କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଗୋଟିଏ ଦିନରେ କେତେ ହ୍ରାସ?

March 30, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026
Latest News

ସଂସଦରେ ଉଠିଲା ପିତୃତ୍ୱ ଛୁଟି ପ୍ରସଙ୍ଗ: ଆଉ ଏକ ସାମାଜିକ ଅଧିକାର ଦାବି କଲେ ରାଘବ ଚଢା

March 31, 2026

ବାଲୁଗାଁ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ପ୍ରକୃତି ଶିବିର

March 31, 2026

୩୦୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ଖାଦ୍ୟ ସୁରକ୍ଷା କାର୍ଡ: କେରଳରେ ବିଜେପି ର ଘୋଷଣାପତ୍ର

March 31, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା’ଙ୍କ ବିରୋଧରେ ଆପତ୍ତିଜନକ ଭାଷା ମାମଲା: ଗିରଫ ହେଲେ ମୌଲାନା

March 31, 2026

ସାବଧାନ!: ଏପ୍ରିଲ ୧ ରୁ ପରିବର୍ତ୍ତନ ହେବ UPI ପଦ୍ଧତି, ଜାଣିବା ଜରୁରୀ

March 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.