Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମାଡ ମାରିବାରୁ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିଲା: ଡିସିପି ଉମାଶଙ୍କର ଦାଶ
ଅପରାଧ

ମାଡ ମାରିବାରୁ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିଲା: ଡିସିପି ଉମାଶଙ୍କର ଦାଶ

October 16, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାମ୍ବାଦିକ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାକୁ ନେଇ ଡିସିପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ଅବସରରେ ଡିସିପି କହିଛନ୍ତି ଯେ, ମନୀଷଙ୍କୁ ମାଡ ମାରିଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ହୋଟେଲରେ ବିଲ ଦେବା ବିବାଦକୁ ନେଇ ଝଗଡା ହୋଇଥିଲା। ଏହି ଝଗଡାରେ ମନୀଷଙ୍କ ସାଙ୍ଗମାନେ ତାଙ୍କୁ ମାଡ ମାରିଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମନୀଷଙ୍କୁ ହୋଟେଲରେ ଏବଂ ବାହାରେ ମଧ୍ୟ ତାଙ୍କ ସାଙ୍ଗମାନେ ମାଡ ମାରିଥିଲେ।

ଡିସିପି ଏହି ଘଟଣାର ସବିଶେଷ ତଥ୍ୟ ଦେଇ କହିଛନ୍ତି ଯେ, ୩ ଜଣ ସାଙ୍ଗ ଅମ୍ରିତ ବିଶ୍ଵାଳ, ଦୀନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟଙ୍କ ସହିତ ମନୀଷ ପ୍ରଥମେ ଲକ୍ଷ୍ମୀସାଗର ଅଞ୍ଚଳକୁ ଯାଇଥିଲେ। ଦୀନେଶ ଏବଂ ମୃତ୍ୟୁଞ୍ଜୟଙ୍କ ସହ ମନୀଷଙ୍କର ପୂର୍ବରୁ ପରିଚୟ ନଥିଲା। କିନ୍ତୁ ମନୀଷଙ୍କର ଭୁବନେଶ୍ବର ସାଙ୍ଗ ଥିଲେ ଅମ୍ରିତ। ଦୀନେଶ ଓ ମୃତ୍ୟୁଞ୍ଜୟ ଦୁଇଜଣ କନ୍ଧମାଳ ଜିଲ୍ଲାର ହୋଇଥିବା ବେଳେ ସେମାନେ ଅମ୍ରିତଙ୍କ ସାଙ୍ଗ ଥିଲେ।

ତେବେ ଲକ୍ଷ୍ମୀସାଗରରୁ ଭୋର ସମୟରେ ପାତ୍ରପଡ଼ା ଅଞ୍ଚଳର ହୋଟେଲକୁ ସେମାନେ ଯାଇଥିଲେ। ହୋଟେଲରେ ବିଲ୍ ପେମେଣ୍ଟ କରିବାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହାପରେ ହୋଟେଲ ବାହାରେ ମନୀଷଙ୍କୁ ଉପରକୁ ସାଙ୍ଗ ମାନେ ଆକ୍ରମଣ କରିଥିଲେ। ଏହାପରେ ମନୀଷଙ୍କ ମୃତ୍ୟୁ ହୋଇଯାଇଥିଲା। ସାଙ୍ଗମାନେ ମୃତ ଦେହକୁ ନେଇ ହୋଟେଲ ନିକଟରେ ଥିବା ପୋଖରୀରେ ଫିଙ୍ଗି ଦେଇଥିଲେ। ପ୍ରମାଣ ଲୁଚେଇବାକୁ ଯାଇ ଅଭିଯୁକ୍ତମାନେ ଏଭଳି କାର୍ଯ୍ୟ କରିଥିବା କୁହାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଟେଷ୍ଟ ବିଜୟ ପରେ ଟିମ୍ ଇଣ୍ଡିଆର ଦଳରେ ପରିବର୍ତ୍ତନ: ODI ସିରିଜରୁ ବାଦ ପଡିଲେ ୭ ଖେଳାଳି

June 8, 2026

ହାଓଡ଼ା-ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ବାତିଲ୍

June 8, 2026

ମୟୂରଭଞ୍ଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୯ଟି ପ୍ରକଳ୍ପର ଶୁଭାରମ୍ଭ ସହ ବହୁ କୋଟିର କାର୍ଯ୍ୟର ଉଦଘାଟନ

June 8, 2026

Raja Bazar: ରଜ ପାଇଁ ଟ୍ରେଣ୍ଡ୍‌ସର ରଜ ଫ୍ୟାଶନ୍ ଆଇକନ୍ ଘୋ‌ଷଣା, ୨୪୯ ଟଙ୍କାର ଆକର୍ଷଣୀୟ ଉପହାର

June 8, 2026
Latest News

ଟେଷ୍ଟ ବିଜୟ ପରେ ଟିମ୍ ଇଣ୍ଡିଆର ଦଳରେ ପରିବର୍ତ୍ତନ: ODI ସିରିଜରୁ ବାଦ ପଡିଲେ ୭ ଖେଳାଳି

June 8, 2026

ହାଓଡ଼ା-ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ୍ ବାତିଲ୍

June 8, 2026

ମୟୂରଭଞ୍ଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୩୯ଟି ପ୍ରକଳ୍ପର ଶୁଭାରମ୍ଭ ସହ ବହୁ କୋଟିର କାର୍ଯ୍ୟର ଉଦଘାଟନ

June 8, 2026

Raja Bazar: ରଜ ପାଇଁ ଟ୍ରେଣ୍ଡ୍‌ସର ରଜ ଫ୍ୟାଶନ୍ ଆଇକନ୍ ଘୋ‌ଷଣା, ୨୪୯ ଟଙ୍କାର ଆକର୍ଷଣୀୟ ଉପହାର

June 8, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର କଲା ଜରୁରୀ ଅବତରଣ, ଜାଣନ୍ତୁ କାରଣ

June 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.