Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦିଲ୍ଲୀ ଦଙ୍ଗା ମାମଲା: କୋର୍ଟ କହିଲେ, ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଦେଶ ଛାଡିବା ପାଇଁ ଭୟଭୀତ କରାଯାଇଥିଲା
ଅପରାଧ

ଦିଲ୍ଲୀ ଦଙ୍ଗା ମାମଲା: କୋର୍ଟ କହିଲେ, ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଦେଶ ଛାଡିବା ପାଇଁ ଭୟଭୀତ କରାଯାଇଥିଲା

December 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଫେବୃଆରୀ ୨୦୨୦ ଦଙ୍ଗା ଘଟଣାରେ ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅଦାଲତ ଏକ କଡା ମନ୍ତବ୍ୟ ଦେଇ କହିଛନ୍ତି ଯେ, ସେଠାରେ କିପରି ପରିସ୍ଥିତି ସୃଷ୍ଟି ହୋଇଥିଲା, ସେମାନେ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କୁ ଭୟଭୀତ କରିବା ଏବଂ ଦେଶ ଛାଡିବାକୁ ବାଧ୍ୟ କରିବା, ସେମାନଙ୍କ ସମ୍ପତ୍ତି ଲୁଟିବା ଏବଂ ନଷ୍ଟ କରିବା ଉଦ୍ଦେଶ୍ୟରେ ଜଡିତ ଥିଲେ।। ପୋଲିସର ସୂଚନାନୁସାରେ, ଫେବୃଆରୀ ୨୫ ତାରିଖ ୨୦୨୦ରେ ଦିଲ୍ଲୀର ଭାଗୀରଥୀ ବିହାର ଅଞ୍ଚଳରେ ୧୦ ଅଭିଯୁକ୍ତ ହିଂସା ଓ ଲୁଟ୍ କରି ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ସମ୍ପତ୍ତିରେ ନିଆଁ ଲଗାଇ ଦେଇଥିଲେ।

ସାକ୍ଷୀମାନଙ୍କର ବିବୃତ୍ତି ଉପରେ ନିର୍ଭର କରି ଅତିରିକ୍ତ ସେସନ୍ସ ଜଜ୍ ବିରେନ୍ଦ୍ର ଭଟ କହିଛନ୍ତି ଯେ, ଦାଖଲ ହୋଇଥିବା ଉତ୍ପାଦିତ ସାମଗ୍ରୀରୁ ଜଣାପଡିଛି ଯେ, ଅଭିଯୁକ୍ତମାନେ ଏକ ବେଆଇନ ସଭାର ସଦସ୍ୟ ଥିଲେ, ଯାହା ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଭୟ ଏବଂ ଆତଙ୍କ ସୃଷ୍ଟି କରିଥିଲା। ଦେଶ ଛାଡିବା ଉଦ୍ଦେଶ୍ୟରେ ସେମାନଙ୍କୁ ଭୟଭୀତ କରିବା, ସମ୍ପତିରେ ନିଆଁ ଲଗାଇବା ଏବଂ ଡକାୟତି କରାଯାଇଥିଲା।

ଡିସେମ୍ବର ୧୩ ତାରିଖରେ ବିଚାରପତିଙ୍କ ନିର୍ଦ୍ଦେଶରେ ମହମ୍ମଦ ଶାହନାୱାଜ, ମହମ୍ମଦ ଶୋଏବ, ଶାହାରୁଖ, ରସିଦ, ଆଜାଦ, ଆଶ୍ରାଫ ଅଲି, ପରଭେଜ, ମହମ୍ମଦ ଫୈସଲ, ରସିଦ ଏବଂ ମହମ୍ମଦ ତାହିରଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୪୭, ୧୪୮, ୪୩୬, ୪୫୨, ୪୫୪, ୩୯୨, ୪୨୭ ଏବଂ ୧୪୯ ଅନୁଯାୟୀ ସେମାନଙ୍କ ବିରୋଧରେ ଚାର୍ଜସିଟ୍ ଗଠନ କରାଯାଇଛି।

ଜଣେ ଜଗଦୀଶ ପ୍ରସାଦଙ୍କ ଅଭିଯୋଗରେ ଏଫ୍ଆଇଆର୍ ପଞ୍ଜୀକୃତ ହୋଇଥିଲା ଯେ ଦଙ୍ଗାକାରୀମାନେ ତାଙ୍କ ପୁଅର ଅଟୋ ପାର୍ଟସ୍ ଦୋକାନକୁ ପୋଡି ଦେଇଛନ୍ତି। ପ୍ରସାଦ ଏହା ମଧ୍ୟ ଦାବି କରିଛନ୍ତି ଯେ ଦୁର୍ବୃତ୍ତମାନେ ଦୋକାନରେ ପେଟ୍ରୋଲ ବୋମା ଫିଙ୍ଗିଥିଲେ, ଯେଉଁଥିପାଇଁ ଏହା ଜଳି ଯାଇଥିଲା। ପ୍ରସାଦ କହିଛନ୍ତି ଯେ, ସେ ତାଙ୍କ ଦୁଇ ଭାଇଙ୍କ ସହ ପଛ ଫାଟକ ଦେଇ ପଳାଇ ନିଜ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025

ଭାଗଲପୁର-ଡୁମକା-ରାମପୁରହାଟ ଏକକ ରେଳ ଲାଇନ ସେକ୍ସନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ

September 10, 2025

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025

ଏସିଆ କପରେ ଭାରତର ଚମତ୍କାର ବିଜୟ, ସହଜରେ ଜିତିଲା ସୁପର-୪ର ପ୍ରଥମ ମ୍ୟାଚ୍

September 10, 2025
Latest News

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025

ଭାଗଲପୁର-ଡୁମକା-ରାମପୁରହାଟ ଏକକ ରେଳ ଲାଇନ ସେକ୍ସନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ

September 10, 2025

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025

ଏସିଆ କପରେ ଭାରତର ଚମତ୍କାର ବିଜୟ, ସହଜରେ ଜିତିଲା ସୁପର-୪ର ପ୍ରଥମ ମ୍ୟାଚ୍

September 10, 2025

୬୯ କେଜି ଗଞ୍ଜେଇ ଜବତ, ୩ ଗିରଫ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.