ରାଜ୍ୟରେ ଗତକାଲି ଠାରୁ ୮୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

Published: Jan 7, 2022, 11:20 am IST

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୧୮୯୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୨ ହଜାର ୭୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୪୦୯ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୭୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୨୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୭

ବାଲେଶ୍ଵର ଜିଲ୍ଲାରୁ- ୭୩

ବରଗଡ ଜିଲ୍ଲାରୁ- ୭୫

ଭଦ୍ରକ ଜିଲ୍ଲାରୁ- ୫

ବଲାଙ୍ଗୀରି ଜିଲ୍ଲାରୁ- ୫୪

ବୌଦ୍ଧ ଜିଲ୍ଲାରୁ- ୭

କଟକ ଜିଲ୍ଲାରୁ – ୧୯୧

ଦେବଗଡ ଜିଲ୍ଲାରୁ- ୩୭

ଢେଙ୍କାନାଳ ଜିଲ୍ଲାରୁ- ୩

ଗଜପତି ଜିଲ୍ଲାରୁ- ୯

ଗଞ୍ଜାମ ଜିଲ୍ଲାରୁ- ୨୭

ଜଗତସିଂହପୁର ଜିଲ୍ଲାରୁ- ୧୩

ଯାଜପୁର ଜିଲ୍ଲାରୁ- ୭୮

ଝାରସୁଗୁଡା ଜିଲ୍ଲାରୁ- ୧୦୬

କଳାହାଣ୍ଡି ଜିଲ୍ଲାରୁ- ୧୩

କନ୍ଧମାଳ ଜିଲ୍ଲାରୁ- ୩

କେନ୍ଦ୍ରାପଡା ଜିଲ୍ଲାରୁ- ୬

କେନ୍ଦୁଝର ଜିଲ୍ଲାରୁ- ୩୩

ଖୋର୍ଦ୍ଧା ଜିଲ୍ଲାରୁ- ୯୨୬

କୋରାପୁଟ ଜିଲ୍ଲାରୁ- ୧୯

ମାଲକାନଗିରି ଜିଲ୍ଲାରୁ- ୧

ମୟୂରଭଞ୍ଜ ଜିଲ୍ଲାରୁ- ୪୨

ନବରଙ୍ଗପୁର ଜିଲ୍ଲାରୁ- ୨୯

ନୟାଗଡ ଜିଲ୍ଲାରୁ- ୬

ନୂଆପଡା ଜିଲ୍ଲାରୁ- ୧୦

ପୁରୀ ଜିଲ୍ଲାରୁ- ୫୪

ରାୟଗଡା ଜିଲ୍ଲାରୁ- ୨୨

ସମ୍ବଲପୁର ଜିଲ୍ଲାରୁ- ୧୭୯

ସୋନପୁର ଜିଲ୍ଲାରୁ- ୧୦

ସୁନ୍ଦରଗଡ ଜିଲ୍ଲାରୁ- ୪୫୪

ଷ୍ଟେଟ ପୁଲରୁ- ୨୧୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୨ ହଜାର ୪୭୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୭୧୮ ଏବଂ ବର୍ତ୍ତମାନ ୮୨୩୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts