ରାଜ୍ୟରେ ୭ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ

Published: Jan 11, 2022, 11:07 am IST

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୪ ହଜାର ୮୨୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୭ ହଜାର ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୭୦୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୧୨୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୯୪୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୮୩

ବାଲେଶ୍ଵର ଜିଲ୍ଲାରୁ- ୧୯୮

ବରଗଡ ଜିଲ୍ଲାରୁ- ୮୫

ଭଦ୍ରକ ଜିଲ୍ଲାରୁ- ୫୪

ବଲାଙ୍ଗୀରି ଜିଲ୍ଲାରୁ- ୧୯୦

ବୌଦ୍ଧ ଜିଲ୍ଲାରୁ- ୨୦

କଟକ ଜିଲ୍ଲାରୁ – ୫୦୫

ଦେବଗଡ ଜିଲ୍ଲାରୁ- ୧୮

ଢେଙ୍କାନାଳ ଜିଲ୍ଲାରୁ- ୫୫

ଗଜପତି ଜିଲ୍ଲାରୁ- ୪୫

ଗଞ୍ଜାମ ଜିଲ୍ଲାରୁ- ୧୧୧

ଜଗତସିଂହପୁର ଜିଲ୍ଲାରୁ- ୬୦

ଯାଜପୁର ଜିଲ୍ଲାରୁ- ୧୩୦

ଝାରସୁଗୁଡା ଜିଲ୍ଲାରୁ- ୧୪୩

କଳାହାଣ୍ଡି ଜିଲ୍ଲାରୁ- ୭୩

କନ୍ଧମାଳ ଜିଲ୍ଲାରୁ- ୧୮

କେନ୍ଦ୍ରାପଡା ଜିଲ୍ଲାରୁ- ୨୭

କେନ୍ଦୁଝର ଜିଲ୍ଲାରୁ- ୬୫

ଖୋର୍ଦ୍ଧା ଜିଲ୍ଲାରୁ- ୨୨୨୬

କୋରାପୁଟ ଜିଲ୍ଲାରୁ- ୧୦୭

ମାଲକାନଗିରି ଜିଲ୍ଲାରୁ- ୬

ମୟୂରଭଞ୍ଜ ଜିଲ୍ଲାରୁ- ୨୦୧

ନବରଙ୍ଗପୁର ଜିଲ୍ଲାରୁ- ୯୫

ନୟାଗଡ ଜିଲ୍ଲାରୁ- ୩୫

ନୂଆପଡା ଜିଲ୍ଲାରୁ- ୨୬

ପୁରୀ ଜିଲ୍ଲାରୁ- ୧୫୬

ରାୟଗଡା ଜିଲ୍ଲାରୁ- ୩୬

ସମ୍ବଲପୁର ଜିଲ୍ଲାରୁ- ୬୦୯

ସୋନପୁର ଜିଲ୍ଲାରୁ- ୬୧

ସୁନ୍ଦରଗଡ ଜିଲ୍ଲାରୁ- ୧୧୪୭

ଷ୍ଟେଟ ପୁଲରୁ- ୪୮୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୨ ହଜାର ୭୬୯ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୩୧ ଏବଂ ବର୍ତ୍ତମାନ ୨୭ ହଜାର ୨୧୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts