ସାଧାରଣ ବାଉଁଶର ବଂଶୀଟିଏ ମଧ୍ୟ ମଣିଷ ଜୀବନକୁ କରେ ପ୍ରଭାବିତ

Published: Mar 1, 2022, 2:16 pm IST
ଭୁବନେଶ୍ବର: “ବଂଶୀର ମଧୁରସ୍ୱନ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ନିଜ ଆଡକୁ ଆକର୍ଷିତ କରେ। ବାଉଁଶରୁ ବଂଶୀ ହେବାର ଯେଉଁ କଷ୍ଟକୁ ସହ୍ୟ କରିଥାଏ ତାହା କେହିହେଲେ ଅନୁଭବ ସୁଦ୍ଧା କରିପାରନ୍ତି ନାହିଁ। ବାଉଁଶ ଧାରଯୁକ୍ତ ଅସ୍ତ୍ରର ପ୍ରହାର ସହ୍ୟକରି ହିଁ ବଂଶୀର ରୂପ ନିଏ ଏବଂ ତା ଭିତରୁ ମଧୁର ସ୍ୱର ବାହାରିଥାଏ। ଯାହା ସମସ୍ତଙ୍କ ମନକୁ ଆନନ୍ଦିତ କରିଥାଏ। ସେହିପରି ନିଜକୁ ଅନ୍ୟମାନଙ୍କ ଆଗରେ ପ୍ରଶଂସିତ,ଆକର୍ଷିତ କରିବାକୁ ହେଲେ କେତେ ଯେ କଷ୍ଟ ସହିବାକୁ ପଡିଥାଏ। ଏହା ସମସ୍ତଙ୍କୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାକୁ ହେବ।

Related posts