Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ୟୁପି ବିଧାନସଭା ନିର୍ବାଚନ ଏକଜିଟ୍ ପୋଲ୍: ପଢନ୍ତୁ କେଉଁ ଦଳକୁ ମିଳିବ କେତେ ଆସନ, କିଏ ଗଠନ କରିବ ସରକାର
ବିଶେଷ ଖବର

ୟୁପି ବିଧାନସଭା ନିର୍ବାଚନ ଏକଜିଟ୍ ପୋଲ୍: ପଢନ୍ତୁ କେଉଁ ଦଳକୁ ମିଳିବ କେତେ ଆସନ, କିଏ ଗଠନ କରିବ ସରକାର

March 7, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ପାଇଁ ଭୋଟ୍ ସମାପ୍ତ ହେବା ପରେ ମାର୍ଚ୍ଚ ୧୦ ତାରିଖରେ ହେବାକୁ ଥିବା ନିର୍ବାଚନ ଫଳାଫଳ ଉପରେ ଲୋକଙ୍କ ନଜର ରହିଛି। ଏଥର ନିର୍ବାଚନରେ ​​ଶାସକ ବିଜେପି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ପ୍ରତିଯୋଗିତା ହେବ ବୋଲି ଅନୁମାନ କରାଯାଉଛି। ଏକଜିଟ୍ ପୋଲ୍ ଅନୁଯାୟୀ, ବିଜେପି ସହଯୋଗୀ ଦଳସହ ମିଶି ସଂଖ୍ୟାଗରିଷ୍ଠତା ପାଇଁ ଆବଶ୍ୟକ ୨୦୨ ଟି ଆସନ ସହଜରେ ଅତିକ୍ରମ କରୁଥିବା ଜଣାପଡିଛି।

ଜାଣନ୍ତୁ କେଉଁ ସ୍ରୋତର କ’ଣ ରହିଛି ପୂର୍ବନୁମାନ:

୧- ଇଟିଜି ରିସର୍ଚ୍ଚ: ବିଜେପିକୁ ୨୩୦-୨୪୫, ସମାଜବାଦୀ ପାର୍ଟିକୁ ୧୫୦-୧୬୫, କଂଗ୍ରେସକୁ ୨-୬, ବିଏସପିକୁ ୫-୧୦ ଆସନ

୨- ଇଣ୍ଡିଆ ନିୟୁଜ: ବିଜେପିକୁ ୨୨୨-୨୬୦, ସମାଜବାଦୀ ପାର୍ଟିକୁ ୧୩୫-୧୬୫, କଂଗ୍ରେସକୁ ୧-୩, ବିଏସପିକୁ ୪-୯ ଆସନ

୩- ଆଜ ତକ: ବିଜେପିକୁ ୨୮୮-୩୨୬, ସମାଜବାଦୀ ପାର୍ଟିକୁ ୭୧-୧୦୧, କଂଗ୍ରେସକୁ ୧-୩, ବିଏସପିକୁ ୩-୯ ଆସନ

୪- ନିୟୁଜ ୨୪: ବିଜେପିକୁ ୨୯୪, ସମାଜବାଦୀ ପାର୍ଟିକୁ ୧୦୫, କଂଗ୍ରେସକୁ ୧, ବିଏସପିକୁ ୨ ଆସନ

୫- ନିୟୁଜ ଏକ୍ସ: ବିଜେପିକୁ ୨୧୧-୨୨୫, ସମାଜବାଦୀ ପାର୍ଟିକୁ ୧୪୬-୧୬୦, କଂଗ୍ରେସକୁ ୪-୬, ବିଏସପିକୁ ୧୪-୨୪ ଆସନ

୬- ରିପବ୍ଲିକ: ବିଜେପିକୁ ୨୪୦, ସମାଜବାଦୀ ପାର୍ଟିକୁ ୧୪୦, କଂଗ୍ରେସକୁ ୪, ବିଏସପିକୁ ୧୭ ଆସନ

୭- ଟାଇମ୍ସ ନାଓ: ବିଜେପିକୁ ୨୨୫, ସମାଜବାଦୀ ପାର୍ଟିକୁ ୧୫୧, କଂଗ୍ରେସକୁ ୯, ବିଏସପିକୁ ୧୪ ଆସନ

୮- ଜି ନିୟୁଜ: ବିଜେପିକୁ ୨୨୩-୨୪୮, ସମାଜବାଦୀ ପାର୍ଟିକୁ ୧୩୮-୧୫୭, କଂଗ୍ରେସକୁ ୪-୯, ବିଏସପିକୁ ୫-୧୧ ଆସନ

ତେବେ ଏହି ୮ ଟି ସ୍ରୋତକୁ ହିସାବ କଲେ ବିଜେପିକୁ ୨୪୬ ଆସନ ମିଳୁଥିବା ବେଳେ ସମାଜବାଦୀ ପାର୍ଟିକୁ ୧୩୯ ଟି ଆସନ, କଂଗ୍ରେସକୁ ମାତ୍ର ୪ ଟି ଏବଂ ବାହୁଜନ ସମାଜବାଦୀ ପାର୍ଟିକୁ ୧୧ ଟି ଆସନ ମିଳୁଛି।

ଉତ୍ତରପ୍ରଦେଶ ଏକଜିଟ୍ ପୋଲ୍ ବିଜେପି ବିଧାନସଭା ନିର୍ବାଚନ ସମାଜବାଦୀ ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026

ଭୋପାଳରେ ଜେନ-ଜେଡ୍ ଚାଷୀଙ୍କ ପ୍ରତିବାଦ!: ମୁଖ୍ୟମନ୍ତ୍ରୀଙ୍କ ଗୃହ ଅଭିମୁଖେ ପଦଯାତ୍ରା

July 29, 2026

ଗ୍ରାମ ପଞ୍ଚାୟତର ସଶକ୍ତୀକରଣ ପାଇଁ ଓଡ଼ିଶାକୁ ୧୦୯ କୋଟି ଅନୁଦାନ

July 29, 2026
Latest News

ଗୁଣାତ୍ମକ ଅନୁବାଦ ଓ ବହୁଭାଷୀ ଯୋଗାଯୋଗ ସୁଦୃଢ଼ୀକରଣ ଉପରେ ପିଆଇବିର ଗୁରୁତ୍ୱ

July 29, 2026

ବାଙ୍କିପୁର ଉପନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳର ୨୦ ନେତା ଗିରଫ

July 29, 2026

ରଥଯାତ୍ରାରେ ପ୍ରାୟ ୧୩ ଲକ୍ଷ ଭକ୍ତଙ୍କୁ ସଫଳତାର ସହ ପରିଚାଳନା କଲା ପୂର୍ବତଟ ରେଳପଥ

July 29, 2026

ରାଜ୍ୟ ନିର୍ବାଚନ କାର୍ଯ୍ୟାଳୟ ଉପ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟ ସମୀକ୍ଷା

July 29, 2026

ଖଡ଼ଗପୁର ମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ 

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.