ଭୁବନେଶ୍ବର: ଆଜି ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଛି। ପାଞ୍ଚୋଟି ସହରର ତାପମାତ୍ରା 41 ଡିଗ୍ରୀ ଉପରେ ରହିଛି।ସେହି ସହରଗୁଡିକ ହେଲା ବାରିପଦା, ଟିଟିଲାଗଡ, ବଲାଙ୍ଗୀର ସୋନପୁର ଏବଂ ବୌଦ୍ଧ। ଆଜି ବିଭିନ୍ନ ସହରର ତାପମାତ୍ରା ହେଲା ସେହିପରି ଦୁଇଟି ସହରର ତାପମାତ୍ରା 40 ଡିଗ୍ରୀ ରହିଛି। ତାପମାତ୍ରା
ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀAugust 25, 2025