Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଣି ଚାଲିଲା ଖଡଗପୁର ଖୋର୍ଦ୍ଧା ରୋଡ ଏକ୍ସପ୍ରେସ ଟ୍ରେନ, ଏହା ସମୟ ଜାଣିବା ଆବଶ୍ୟକ
ଆଜିର ଖବର

ପୁଣି ଚାଲିଲା ଖଡଗପୁର ଖୋର୍ଦ୍ଧା ରୋଡ ଏକ୍ସପ୍ରେସ ଟ୍ରେନ, ଏହା ସମୟ ଜାଣିବା ଆବଶ୍ୟକ

May 4, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁଣି ଚାଲିଲା ଖଡଗପୁର ଖୋର୍ଦ୍ଧା ରୋଡ ଏକ୍ସପ୍ରେସ ଟ୍ରେନ, ଏହା ସମୟ ଜାଣିବା ଆବଶ୍ୟକ

ଭୁବନେଶ୍ବର: ୩ ମଇ, ୨୦୨୨ ଠାରୁ ଉଭୟ ପାର୍ଶ୍ୱରୁ ଖଡଗପୁର-ଖୋର୍ଦ୍ଧା ରୋଡ୍-ଖଡ଼ଗପୁର ଟ୍ରେନ୍ ଚଳାଚଳରେ ପୁନଃ ସେବା ପ୍ରଚଳନ କରିଛି। କୋଭିଡ ମହାମାରୀ ସମୟରେ ଏହି ଟ୍ରେନ୍ ଚଳାଚଳରେ କୋଭିଡ୍ ପ୍ରୋଟୋକଲ୍ ଅନୁଯାୟୀ ପ୍ରତିବନ୍ଧକ ଲଗାଯାଇଥିଲା।

୩ ମଇ, ୨୦୨୨ ଠାରୁ ୧୮୦୨୧/୧୮୦୨୨ ଖଡ଼ଗପୁର-ଖୋର୍ଦ୍ଧା ରୋଡ୍-ଖଡ଼ଗପୁର ଟ୍ରେନ୍ ଖଡ଼ଗପୁରରୁ ଭୋର ୦୪ଘ.୪୦ମି.ରେ ଛାଡୁଥିବାବେଳେ ଖୋର୍ଦ୍ଧା ରୋଡରୁ ଅପରାହ୍ନ ୦୪ଘ.୪୫ମି.ରେ ଛାଡ଼ୁଛି।

ଏହି ଟ୍ରେନରେ ଗୋଟିଏ ଏସି ଚେୟାର କାର, ୧୩ ଟି ଦ୍ଵିତୀୟ ଶ୍ରେଣୀ ଚେୟାର କାର ଏବଂ ଦୁଇଟି ଗାର୍ଡ, ଲଗେଜ ତଥା ଦ୍ଵିତୀୟ ଶ୍ରେଣୀ ଚେୟାର କାର ଉପଲବ୍ଧ ଥିବାବେଳେ ଏହା ଖଡ଼ଗପୁର ଓ ଖୋର୍ଦ୍ଧା ରୋଡ୍ ମଧ୍ୟରେ ନାରାୟଣଗଡ, ବଖରାବାଦ, ବେଲଦା, ନେକୁରଶେଣୀ, ଦନ୍ତନ, ଲକ୍ଷ୍ମଣନାଥ ରୋଡ, ଜଳେଶ୍ୱର, ରାଜଘାଟ ହଲ୍ଟ, ଅମର୍ଦା ରୋଡ, ବସ୍ତା, ମୟୂରଭଞ୍ଜ ରୋଡ୍, ରୁପ୍ସା, ହଳଦୀପଦା, ବାଲେଶ୍ୱର, ନୀଳଗିରି ରୋଡ୍, ଖନ୍ତାପଡ଼ା, ବାହାନାଗା ବଜାର, ସୋରୋ, ମାର୍କୋଣା, ରାଣୀତାଲ, ଭଦ୍ରକ, କେନ୍ଦୁଆପଦା, ମଞ୍ଜୁରୀ ରୋଡ଼, ବୈତରଣୀ ରୋଡ଼, ଯାଜପୁର କେନ୍ଦୁଝରଗଡ଼, ଧାନମଣ୍ଡଳ, କପିଳାସ ରୋଡ଼, ଘଣ୍ଟିଖାଲ ନିଧିପୁର, ବାରଙ୍ଗ, ଭୁବନେଶ୍ୱର ନୂଆ, ମଂଚେଶ୍ୱର, ଭୁବନେଶ୍ୱର ଓ ଲିଙ୍ଗରାଜ ରୋଡ଼ ଇତ୍ୟାଦି ଷ୍ଟେସନ ମାନଙ୍କରେ ରହଣି କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026
Latest News

ବିଶ୍ବ ଅସ୍ଥିରତା ସମୟରେ ଭାରତର ସୁଦୃଢ ତୈଳ ନିରାପତ୍ତା

March 8, 2026

ଏନଏଚଆରସିଙ୍କ ହସ୍ତକ୍ଷେପ ପରେ ଥାଇଲ୍ୟାଣ୍ଡରୁ ଫେରିଲେ ନିର୍ଯାତିତ ଛଅ ଓଡ଼ିଆ ଶ୍ରମିକ

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସରେ କର୍ତ୍ତବ୍ୟ ପଥ ଠାରେ ଆୟୋଜିତ ହେବ ‘ଶକ୍ତି ପଦଯାତ୍ରା’

March 8, 2026

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ଅପମାନ ଏବଂ ସାନ୍ତାଳ ସଂସ୍କୃତିର ଅନାଦରକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ

March 8, 2026

କୋଟା ବିମାନବନ୍ଦରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.