ଭୁବନେଶ୍ବର: ଲୋକସେବା ଭବନରେ ଆରମ୍ଭ ହୋଇଛି ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଉତ୍ସବ। ଏହି ଉତ୍ସବର ପ୍ରଥମ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଜଗନ୍ନାଥ ସାରକା। ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଶପଥ ପାଠ କରାଇଛନ୍ତି। ମନ୍ତ୍ରୀ ମଣ୍ଡଳ ଶପଥ