ଆକାଶ ଏୟାର ବିମାନ ଉଡ଼ିବାକୁ ପ୍ରସ୍ତୁତ, ପାଇଲା ଏୟାର ଅପରେଟର ସାର୍ଟିଫିକେଟ୍

Published: Jul 7, 2022, 6:35 pm IST

ନୂଆଦିଲ୍ଲୀ: ଷ୍ଟକ୍ ମାର୍କେଟର ବିଗବୁଲ୍ ରାକେଶ ଝୁଞ୍ଜୁନୱାଲାଙ୍କ ଦ୍ଵାରା ସମର୍ଥିତ ଆକାଶ ଏୟାର ବିମାନ ବର୍ତ୍ତମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଅଛି। ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଉଡ଼ାଣ ପାଇଁ ଅକାଶା ଏୟାରକୁ ଏୟାର ଅପରେଟର ସାର୍ଟିଫିକେଟ୍ ଦେଇଛି। ଏହା ପରେ ଏହି କମ୍ପାନୀ ବ୍ୟବସାୟିକ ଯାତ୍ରା ଆରମ୍ଭ କରିପାରିବ। ଆକାଶ ଏୟାର ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛି।

Related posts