Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏୟାର ପୋର୍ଟରେ ଯୁବ ପାଇଲଟଙ୍କୁ ଦେଖି କାହିଁକି ଖୁସି ହେଲେ ଶିଳ୍ପପତି ଅନୀଲ ଅଗ୍ରୱାଲା
ଆଜିର ଖବର

ଏୟାର ପୋର୍ଟରେ ଯୁବ ପାଇଲଟଙ୍କୁ ଦେଖି କାହିଁକି ଖୁସି ହେଲେ ଶିଳ୍ପପତି ଅନୀଲ ଅଗ୍ରୱାଲା

August 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏୟାର ପୋର୍ଟରେ ଯୁବ ପାଇଲଟଙ୍କୁ ଦେଖି କାହିଁକି ଖୁସି ହେଲେ ଶିଳ୍ପପତି ଅନୀଲ ଅଗ୍ରୱାଲା

ନୂଆଦିଲ୍ଲୀ: ନିଜ ଚ୍ୟାଟର ଫ୍ଲାଇଟରେ ଗଲା ବେଳେ ହଠାତ ବିଶ୍ବର ପ୍ରମୁଖ ଶିଳ୍ପପତି ଅନୀଲ ଅଗ୍ରଲାୱାଙ୍କ ନିକଟଙ୍କୁ ଜଣେ ଯୁବତୀ ଆସିଲେ। ବେଶ ଭୂଷାରୁ ଜଣାପଡୁଥିଲା ସେ ଜଣେ ପାଇଲଟ। ଯୁବତୀ ଜଣଙ୍କ ଅନୀଲ ଅଗ୍ରୱାଲାଙ୍କ ନିକଟକୁ ଆସି ନିଜର ପରିଚୟ ଦେଲା। ସେ କହିଲା ସାରେ ମୋ ନାମ ହେଉଛି ନେହା କାପୁର। ମୁଁ ଆପଣଙ୍କ କ୍ରାଏନ ବେଦାନ୍ତରେ କାମ କରୁଥିଲି। ଏବେ ଭଲ ପୋଜିସନରେ ଆଉ ଏକ କଂପାନୀରେ ଅଛି।

ଏହା ଶୁଣି ଶିଳ୍ପପତି ଅନୀଲ ଅଗ୍ରୱାଲା ବେଶ୍ ଖୁସି ପ୍ରକଟ କଲେ। ନେହାଙ୍କୁ କହିଲେ ତୁମକୁ ଧନ୍ୟବାଦ। କାରଣ ତୁମେ ଆମର କଂପାନୀରେ କାମ କରି ଆଜି ଉଚ୍ଚ ସ୍ଥାନକୁ ଉନ୍ନତି ହୋଇପାରିଛ। ଏ କଥା ନିଜେ ଅନୀଲ ଅଗ୍ରୱାଲା ନିଜ ସାମାଜିକ ଗଣ ମାଧ୍ୟମରେ ଲେଖି ଜଣାଛନ୍ତି। ସେ କହିଛନ୍ତି ଯେ ଆଜି ଭାରତର ଯୁବତୀମାନେ ବେଶ୍ ଆଗକୁ ଅଗ୍ରଗତି କରି ପାରିଛନ୍ତି।

ସେ କହିଛନ୍ତି ଯେ, କ୍ୟାପଟେନ ନେହାଙ୍କ ପରି ପାଇଲଟମାନେ ଆମର ଯୁବତୀମାନଙ୍କ ପାଇଁ ଆଦର୍ଶ। ତାଙ୍କର କଠିନ ପରିଶ୍ରମ ମାଧ୍ୟମରେ, ସେ ପ୍ରମାଣ କରିଛନ୍ତି ଯେ ତୁମେ ଯେତେ ଉଚ୍ଚକୁ ଚାହିଁବ ଉଡି ପାରିବ। ମୋତେ ଆହୁରି ଖୁସି କରୁଥିବା କଥାଟି ହେଉଛି ଯେ ସାରା ବିଶ୍ବରେ ଭାରତର ମହିଳା ପାଇଲଟଙ୍କ ସଂଖ୍ୟା ସର୍ବାଧିକ। ଯାହା  12.4 ପ୍ରତିଶତ।

ସେ ପୁଣି କହିଛନ୍ତି ଯେ, ଯଦି କୌଣସି ଯୁବତୀ ଏହାକୁ ପଢୁଛନ୍ତି, ମୁଁ ତୁମକୁ ତୁମର ସ୍ୱପ୍ନକୁ ସାକାର କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରୁଛି। ସେ ହିନ୍ଦିର ଏକ ଢେଗକୁ ମଧ୍ୟ ପୋଷ୍ଟ କରିଛନ୍ତି। ତାହା ହେଲା ‘ ମଞ୍ଜିଲ୍ ଉନି କୋ ମିଲତି ହେ, ଜିନକୋ ହୋସଲନ୍ ମେନ୍ ଜାନ୍ ହୋତି ହେ। 

ଆମର ଛୋଟ ଝିଅମାନଙ୍କର ପିତାମାତାମାନେ ଏମାନଙ୍କ ବିଷୟରେ ସେମାନଙ୍କୁ ଜଣାନ୍ତୁ ଯେ ସେମାନେ ଯେ କୈଣସି କାର୍ଯ୍ୟ କରିପାରିବେ। ଆଉ ସଫଳତା ମଧ୍ୟ ହାସଲ କରିପାରିବେ। ହେଲେ ତାହା ଆକାଶର ସୀମା ଭିତରେ। ଶିଳ୍ପପତି ଅନୀଲଙ୍କ ଏପରି ଝିଅମାନଙ୍କର ଉପରକୁ ଉଡିବାର ପ୍ରଶଂସା କରିବାକୁ ନେଇ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ ଅଧିକ ଦରମା ସତ୍ତ୍ୱେ IPLରେ ଯୋଗଦେଲେ ଏହି ଖେଳାଳି: ଧୋନିଙ୍କ ସହିତ ଖେଳିବାକୁ ଆଗ୍ରହୀ

March 25, 2026

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026
Latest News

ପାକିସ୍ତାନରେ ଅଧିକ ଦରମା ସତ୍ତ୍ୱେ IPLରେ ଯୋଗଦେଲେ ଏହି ଖେଳାଳି: ଧୋନିଙ୍କ ସହିତ ଖେଳିବାକୁ ଆଗ୍ରହୀ

March 25, 2026

ଦୁଷ୍କର୍ମ ଅଭିଯୋଗ ମାମଲା: ୭ ମାସ ଧରି ଫେରାର ଥିବା ଆପ ବିଧାୟକଙ୍କୁ ଗିରଫ କଲା ପୋଲିସ

March 25, 2026

‘ଚୁକ୍ତିରେ ରାଜି ହେଲା ଇରାନ, ଆମ ପାଇଁ ପଠାଇଲା ଅତ୍ୟନ୍ତ ମୂଲ୍ୟବାନ ଉପହାର’: ଟ୍ରମ୍ପଙ୍କ ବଡ଼ ଦାବି

March 25, 2026

ଆଜି ଖୋଲିବ ରତ୍ନ ଭଣ୍ଡାରର ସିନ୍ଧୁକ, ହେବ ଗଣତିମଣତି

March 25, 2026

୩ ନିଲମ୍ବିତ କଂଗ୍ରେସ ବିଧାୟକଙ୍କ କୁଶପୁତ୍ତଳିକା ଦାହ କଲା ଯୁବ କଂଗ୍ରେସ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.