Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଜାବ ବିଧାନସଭାରେ ବିଶ୍ଵାସ ମତ ପ୍ରମାଣ କଲେ ମନ ସରକାର, ସପକ୍ଷରେ ୯୩ ଭୋଟ୍
ଆଜିର ଖବର

ପଞ୍ଜାବ ବିଧାନସଭାରେ ବିଶ୍ଵାସ ମତ ପ୍ରମାଣ କଲେ ମନ ସରକାର, ସପକ୍ଷରେ ୯୩ ଭୋଟ୍

October 3, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଇସ୍ତଫା ଏବଂ ଗିରଫଦାରୀ ଦାବି କଲା କଂଗ୍ରେସ
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଇସ୍ତଫା ଏବଂ ଗିରଫଦାରୀ ଦାବି କଲା କଂଗ୍ରେସ

ଚଣ୍ଡିଗଡ: ଆମ୍ ଆଦମୀ ପାର୍ଟି ସରକାର ପଞ୍ଜାବ ବିଧାନସଭାରେ ବିଶ୍ଵାସ ମତ ପ୍ରମାଣ କରିଛନ୍ତି। ଆସ୍ଥା ଭୋଟ୍ ସମୟରେ ସରକାରଙ୍କ ସପକ୍ଷରେ ୯୩ ଭୋଟ୍ ପଡିଛି। ଏଥି ସହିତ, ଆସ୍ଥା ଭୋଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ସେ କ୍ୱିଣ୍ଟାଲ ପିଛା ସମର୍ଥନ ମୂଲ୍ୟ ୩୬୦ ରୁ ୩୮୦ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ।

ବିଧାନସଭା ଅଧିବେଶନ ଆରମ୍ଭରେ କଂଗ୍ରେସ ବିଧାୟକମାନେ ଆପ ର ଆସ୍ଥା ଭୋଟ୍ କୁ ବିରୋଧ କରିଥିଲେ, କିନ୍ତୁ କିଛି ସମୟ ପରେ ଉତ୍ତେଜନା ଶାନ୍ତ ହୋଇ ଗୃହର ପ୍ରକ୍ରିୟା ଆଗକୁ ବଢିଥିଲା। ଅଧିବେଶନ ସମୟରେ କଂଗ୍ରେସ ନେତା ପ୍ରତାପ ସିଂ ବାଜୱା କହିଛନ୍ତି ଯେ, ପ୍ରଥମେ ପ୍ରଶ୍ନ କାଳ ଆସେ ଏବଂ ପରେ ଶୂନ କାଳ ଆସେ। ଏହି ପରିପ୍ରେକ୍ଷୀରେ ସେ ଗୃହର ପ୍ରକ୍ରିୟା ଠିକ୍ ଭାବରେ କରିବାକୁ ବାଚସ୍ପତିଙ୍କୁ ନିବେଦନ କରିଥିଲେ। ବାଜୱା କହିଛନ୍ତି ଯେ, ପଞ୍ଜାବର ପ୍ରକୃତ ପ୍ରସଙ୍ଗ ଗୃହରେ ଆଲୋଚନା ହେବା ଉଚିତ।

ଆସ୍ଥା ଭୋଟ୍ ଉପରେ ଆଲୋଚନା ପାଇଁ ୧୧୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ପ୍ରତ୍ୟେକ ଦଳର ବିଧାୟକଙ୍କ ସଂଖ୍ୟା ଆଧାରରେ ସମୟ ବଣ୍ଟନ କରାଯାଇଥିଲା। ବିଧାନସଭାରେ ଆପ ୯୨, କଂଗ୍ରେସ ୧୮, ଅକାଳୀ ଦଳ ୩, ବିଜେପି ୨, ବିଏସପି ଏବଂ ନିର୍ଦ୍ଦଳୀୟ ୧-୧ ରହିଛି।

ଆମ୍ ଆଦମୀ ପାର୍ଟି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜଧାନୀ ଏକ୍ସପ୍ରେସରେ ବ୍ୟାଗ ଚୋରି, ରେଳବାଇକୁ ₹80 ହଜାର କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

August 6, 2026

ସରପଞ୍ଚଙ୍କ ସ୍ୱାମୀଙ୍କୁ ଛୁରି ଭୁସି ହତ୍ୟା

August 6, 2026

ଆଜିଠୁ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

August 6, 2026

କଣ୍ଟେନର ଟ୍ରେନ୍ ପରିଚାଳନାରେ ବଡ଼ ସଂସ୍କାର: ଗୋଟିଏ ଲାଇସେନ୍ସରେ ସମଗ୍ର ଦେଶରେ ଚଳାଚଳର ସୁଯୋଗ

August 6, 2026
Latest News

ରାଜଧାନୀ ଏକ୍ସପ୍ରେସରେ ବ୍ୟାଗ ଚୋରି, ରେଳବାଇକୁ ₹80 ହଜାର କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ

August 6, 2026

ସରପଞ୍ଚଙ୍କ ସ୍ୱାମୀଙ୍କୁ ଛୁରି ଭୁସି ହତ୍ୟା

August 6, 2026

ଆଜିଠୁ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

August 6, 2026

କଣ୍ଟେନର ଟ୍ରେନ୍ ପରିଚାଳନାରେ ବଡ଼ ସଂସ୍କାର: ଗୋଟିଏ ଲାଇସେନ୍ସରେ ସମଗ୍ର ଦେଶରେ ଚଳାଚଳର ସୁଯୋଗ

August 6, 2026

୨୨ ବର୍ଷର କାରାବାସ ପରେ ନ୍ୟାୟ: ତଦନ୍ତ ବ୍ୟବସ୍ଥାକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

August 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.