ଭୁବନେଶ୍ବର: ଆଜି ହେଉଛି ସୋମବାର। ଏହିି ଦିନ କେଉଁ ରାଶିର କଣ ରହିଛି, ଏପରିକି ଆଜିର ଦିନରେ କଣ କରିବା ଉଚିତ ଓ ଅନୁଚିତ ସେ ସଂପର୍କରେ ମତ ରଖିଛନ୍ତି ଜ୍ୟୋତିର୍ବିଦ୍ ଅମୃତା ଅମିତା ।
ସୋମବାର(୧୬.୦୧.୨୩)
ମେଷ-କାର୍ଯ୍ୟସଫଳ
ବୃଷ-ପରାଧୀନ
ମିଥୁନ-ସୁଖହାନି
କର୍କଟ-ବ୍ୟୟବୃଦ୍ଧି
ସିଂହ-ଦ୍ରବ୍ୟକ୍ରୟ
କନ୍ୟା-ଘାତଚନ୍ଦ୍ର
ତୁଳା-ସତସଙ୍ଗ
ବିଛା-ଧନହାନି
ଧନୁ-ସହଯୋଗ
ମକର-ଚିନ୍ତାଗ୍ରସ୍ତ
କୁମ୍ଭ-ମାନହାନି
ମୀନ-କଲହଯୋଗ
ଆଜି ଦିନରେ ନିମ୍ବ ଖାଇବା ନିଷେଧ। ମହାଦେଵଙ୍କୁ ମିଶ୍ରି ସହ କଞ୍ଚା କ୍ଷୀର ଏବଂ ପାଇଡ଼ ଜଳ ଅର୍ପଣ କରନ୍ତୁ।
Tags: