Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସ ଭୁବନେଶ୍ୱରର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ନେଲେ ଡ. ଦିଲ୍ଲୀପ କୁମାର ପରିଡ଼ା
ଆଜିର ଖବର

ଏମ୍ସ ଭୁବନେଶ୍ୱରର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ନେଲେ ଡ. ଦିଲ୍ଲୀପ କୁମାର ପରିଡ଼ା

February 2, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଏମ୍ସ ଭୁବନେଶ୍ୱର ଭାରପ୍ରାପ୍ତ ମେଡିକାଲ ଅଧୀକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ରେଡିଏସନ୍ ଅଙ୍କୋଲୋଜି ବିଭାଗ ମୁଖ୍ୟ ଡ. ଦିଲ୍ଲୀପ କୁମାର ପରିଡ଼ା। ଏହି ଅବସରରେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ବାସ ଡ. ପରିଡ଼ାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି।

ଜଣେ ବିଶିଷ୍ଟ ରେଡିଏସନ୍ ଅଙ୍କୋଲୋଜିଷ୍ଟ୍ ଭାବେ ସୁପରିଚିତ ଡ. ପରିଡ଼ା ଏମ୍ସ ଦିଲ୍ଲୀ, ନିଗ୍ରିମ୍ସ ସିଲଂ ଭଳି ଖ୍ୟାତନାମା ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ଡ. ପରିଡ଼ା ୨୦୧୩ରେ ଏମ୍ସ ଭୁବନେଶ୍ବରରେ ଯୋଗଦେଇଥିଲେ। ପୂର୍ବରୁ ମଧ୍ୟ (୨୦୧୬-୧୭) ରେ ଡ. ପରିଡ଼ା ଏମ୍ସ ଭୁବନେଶ୍ବରର ମେଡିକାଲ୍ ଅଧୀକ୍ଷକ ଭାବେ କାର୍ଯ୍ୟ କରିସାରିଛନ୍ତି। ଏଥିସହିତ ଏହି ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବାର ଅଭିଜ୍ଞତା ରଖିଛନ୍ତି।

ଏମ୍‌ସ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରରେ SIR ବିଷୟରେ ଜନସାଧାରଣଙ୍କ ମତ କ’ଣ? ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

August 28, 2025

ଉଚ୍ଚ ଶୁଳ୍କର ଆଘାତ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି, ଆଶ୍ଚର୍ଯ୍ୟ ହେବେ ଟ୍ରମ୍ପ

August 28, 2025

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025
Latest News

‘ଗାନ୍ଧୀ ପରିବାରର କେହି ଜେଲ୍ ଯାଇନାହାଁନ୍ତି’: ବିଜେପି କୁ ମଧ୍ୟ ଟାର୍ଗେଟ କଲେ କେଜରିୱାଲ୍

August 28, 2025

ବିହାରରେ SIR ବିଷୟରେ ଜନସାଧାରଣଙ୍କ ମତ କ’ଣ? ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

August 28, 2025

ଉଚ୍ଚ ଶୁଳ୍କର ଆଘାତ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି, ଆଶ୍ଚର୍ଯ୍ୟ ହେବେ ଟ୍ରମ୍ପ

August 28, 2025

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.