Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦିନରେ କେବେ ବି କରନ୍ତୁ ନାହିଁ ଏଭଳି କାମ, ଭୋଗି ପାରନ୍ତି ଘୋର ଅସୁବିଧା
ଆଜିର ଖବର

ଦିନରେ କେବେ ବି କରନ୍ତୁ ନାହିଁ ଏଭଳି କାମ, ଭୋଗି ପାରନ୍ତି ଘୋର ଅସୁବିଧା

March 12, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ଶାସ୍ତ୍ରରେ ଦୈନନ୍ଦିନ କାର୍ଯ୍ୟ ଧାରାର ପ୍ରଣାଳୀ କିପରି ରହିବ ତାହା ଉଲ୍ଲେଖ କରାଯାଇଛି। କେମିତି କିପରି ଦୈନନ୍ଦିନ କାମ କରିବେ ତାହା ମଧ୍ୟ ଲେଖାଯାଛି। ଦିନରେ ଏବଂ ରାତିରେ କେତେକ କାର୍ଯ୍ୟ କରିବା ଉଚିତ ଏବଂ ଅନୁଚିତ ତାହା ମଧ୍ୟ କୁହାଯାଇଛି। କାରଣ ଦିନରେ ସୂର୍ଯ୍ୟ ଦେବଙ୍କ ପ୍ରାଧାନ୍ୟ ରହୁଥିବା ବେଳେ ରାତିରେ ଚନ୍ଦ୍ର ଦେବଙ୍କ ଆଧିପତ୍ୟ ରହିଥାଏ। ସେଥିପାଇଁ ସୂର୍ଯ୍ୟ ଦୃଶ୍ୟମାନେ ବା ଥିବା ପର୍ଯ୍ୟନ୍ତ କେତେକ କାର୍ଯ୍ୟକୁ ବାରଣ କରାଯାଇଛି।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ପର୍ଯ୍ୟନ୍ତ ଏହି କାମଗୁଡିକ କରନ୍ତୁ ନାହିଁ, ନଚେତ୍ ଆପଣଙ୍କ ଜୀବନରେ ସମସ୍ୟା ଅତ୍ୟଧିକ ହୋଇପାରେ।

୧- ଦିନରେ କଦାପି ଶୋଇବା ଉଚିତ୍ ନୁହେଁ।

୨- ଲୁଣକୁ ଭୂମିରେ ପଡ଼ିବାକୁ ଦିଅନ୍ତୁ ନାହିଁ।

୩- ତଳେ ତେଲ ଢାଳନ୍ତୁ ନାହିଁ।

୪- ଲଙ୍କା ମରିଚ ହାତକୁ ହାତ ଦିଅନ୍ତୁ ନାହିଁ।

୫- କ୍ଷୀର ଜାଳନ୍ତୁ ନାହିଁ।

୬- ସହବାସ କରନ୍ତୁ ନାହିଁ।

ଚନ୍ଦ୍ର ଦେବ ଦୈନନ୍ଦିନ କାର୍ଯ୍ୟ ସୂର୍ଯ୍ୟ ଦେବ
Share. Facebook Twitter LinkedIn Email WhatsApp Copy Link

Related Posts

ନାବାଳିକାର ହତ୍ୟାରେ ତାମିଲନାଡୁରେ ଉତ୍ତେଜନା: ମୁଖ୍ୟମନ୍ତ୍ରୀ ବିଜୟ କଲେ ବଡ଼ ଘୋଷଣା

May 23, 2026

“ଭାରତକୁ ଅସ୍ଥିର କରିବା ପାଇଁ ପ୍ରୟାସ”: କକ୍ରୋଚ୍ ଜନତା ପାର୍ଟି ସମ୍ପର୍କରେ ବିଜେପି ର ଚେତାବନୀ

May 23, 2026

୧୯ତମ ଜାତୀୟ ରୋଜଗାର ମେଳା: ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

May 23, 2026

ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି

May 23, 2026
Latest News

ନାବାଳିକାର ହତ୍ୟାରେ ତାମିଲନାଡୁରେ ଉତ୍ତେଜନା: ମୁଖ୍ୟମନ୍ତ୍ରୀ ବିଜୟ କଲେ ବଡ଼ ଘୋଷଣା

May 23, 2026

“ଭାରତକୁ ଅସ୍ଥିର କରିବା ପାଇଁ ପ୍ରୟାସ”: କକ୍ରୋଚ୍ ଜନତା ପାର୍ଟି ସମ୍ପର୍କରେ ବିଜେପି ର ଚେତାବନୀ

May 23, 2026

୧୯ତମ ଜାତୀୟ ରୋଜଗାର ମେଳା: ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

May 23, 2026

ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି

May 23, 2026

ତୈଳ ସଙ୍କଟ ମଧ୍ୟରେ ତେଲ ଦର ହ୍ରାସ କଲା ଏହି ସରକାର: ୬ ଟଙ୍କା କମିଲା ପେଟ୍ରୋଲ ଦର

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.