Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜୟ ପଟ୍ଟନାୟକ ହେଲେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ, ଗଠନ ହେଲା ରାଜନୈତିକ କମିଟି
ବିଶେଷ ଖବର

ବିଜୟ ପଟ୍ଟନାୟକ ହେଲେ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ, ଗଠନ ହେଲା ରାଜନୈତିକ କମିଟି

April 22, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିଜୟ ପଟ୍ଟନାୟକ ହେଲେ କଂଗ୍ରେସ ପ୍ରଚାର କମିଟ ଅଧ୍ୟକ୍ଷ, ଗଠନ ହେଲା ରାଜନୈତିକ କମିଟ

ଭୁବନେଶ୍ବର: ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ହୋଇଛନ୍ତି କଂଗ୍ରେସ ପ୍ରଚାର କମିଟର ଅଧ୍ୟକ୍ଷ। ଏ ନେଇ ଆଜି ଏଆଇସିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବିଜୟ ପଟ୍ଟନାୟକଙ୍କୁ ତୁରନ୍ତ ପ୍ରଦେଶ କଂଗ୍ରେସ କମିଟର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଗଲା। କେ ସି ଭେନୁଗୋପାଳଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନ ଚାଲିଥିବାରୁ ବିଜୟଙ୍କ ଉପରେ ଦଳ ଗୁରୁ ଦାୟିତ୍ବ ପ୍ରଦାନ କରିଛି। ପ୍ରଥମ ଥର ପାଇଁ ବିଜୟ ଏହି ନିର୍ବାଚନର ପ୍ରଚାର ଦାୟିତ୍ବ ସମ୍ଭାଳିବେ। ବିଜୟ ମୁଖ୍ୟ ଶାସନ ସଚିବ ପଦବୀରୁ ଅବସର ନେବାର ଦୀର୍ଘ ବର୍ଷ ପରେ କଂଗ୍ରେସରେ ସାମିଲ ହୋଇଥିଲେ। ସେ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ନିଜକୁ ସାମିଲ କରାଇଥିଲେ। ଦଳ ତାଙ୍କୁ ନିଶ୍ଚିତ ଭାବେ ଏକ ଭଲ ପଦବୀ ଦେବ ବୋଲି ପୂର୍ବରୁ ଆଶା କରାଯାଉଥିଲା।

ସେହିପରି ପ୍ରଦେଶ କଂଗ୍ରେସ କମିଟର ରାଜନୈତିକ ବ୍ୟାପାର କମିଟ ମଧ୍ୟ ଗଠନ କରାଯାଇଛି। ଏଥିରେ ଛବିଶ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ଏହି କିମିଟିରେ ଏ. ଚେଲ୍ଲା କୁମାର ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତଚରଣ ଦାସ, ଡ. ଆର.ସି ଖୁଣ୍ଟିଆ, ତାରାପ୍ରସାଦ ବାହିନୀପତି, ବିଜୟ ପଟ୍ଟନାୟକ, ସୁଶିଲା ତିରିଆ, କିଶୋର ଚନ୍ଦ୍ର ପଟେଲ, ସପ୍ତଗିରି ଉଲାକା, ଜଗନ୍ନାଥ ପଟ୍ଟନାୟକ, ଶରତ କୁମାର ରାଉତ, ଜଜେ୍ଞଶ୍ୱର ବାବୁ, ଦେବାଶିଷ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ପଂଚାନନ କାନୁନଗୋ, ସନ୍ତୋଷ ସିଂ ସାଲୁଜା, ସସ୍ମିତା ବେହେରା, ଜିଆଉଲ ହକ୍, ଶରତ ପ୍ରଧାନ, ଅମୀୟ ପଟ୍ଟନାୟକ।

ସେହିପରି ବିସ୍ମୟ ମହାପାତ୍ରଙ୍କୁ ଦଳ ସାଧାରଣ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛି। ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଓଡିଶା ଦାୟିତ୍ୱରେ ଥିବା ଏଆଇସିସିର ସମସ୍ତ ସଂପାଦକ, ପ୍ରଦେଶ ମହିଳା କଂଗ୍ରେସ ସଭାପତି, ରାଜ୍ୟ ସେବାଦଳ ମୁଖ୍ୟ, ଯୁବକଂଗ୍ରେସ ସଭାପତି ଓ ଛାତ୍ରକଂଗ୍ରେସ ସଭାପତିଙ୍କୁ ରଖାଯାଇଛି ।

 

କଂଗ୍ରେସ ପ୍ରଚାର କମିଟ ଅଧ୍ୟକ୍ଷ ବିଜୟ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ବଲାଙ୍ଗିରରୁ ପ୍ରଥମ ଥର ପାଇଁ ଜର୍ମାନୀ ଓ ଇଟାଲୀକୁ ରପ୍ତାନି ହେଲା ଆମ୍ବ

June 8, 2026

ବାଘ ଛାଲ ସହ ଦୁଇ ଶିକାରୀ ଗିରଫ

June 7, 2026

ଓଲଟିଲା ଟ୍ରକ; ଅଟୋ ଚେପା

June 7, 2026

ଝାଡ଼ପଡାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ଧାରଣ କରନ୍ତି ଶ୍ରୀଜଗନ୍ନାଥ, ଏହାର ରହସ୍ୟ କଣ?

June 8, 2026

ବଲାଙ୍ଗିରରୁ ପ୍ରଥମ ଥର ପାଇଁ ଜର୍ମାନୀ ଓ ଇଟାଲୀକୁ ରପ୍ତାନି ହେଲା ଆମ୍ବ

June 8, 2026

ବିସ୍ତୃତ ରାଶିଫଳ: ଜୁନ ୮ ତାରିଖ ସୋମବାରରେ ଆଠଟି ରାଶିର ବ୍ୟକ୍ତି ପାଇବେ ଖୁସି ଖବର

June 8, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଘ ଛାଲ ସହ ଦୁଇ ଶିକାରୀ ଗିରଫ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.