ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ତେବେ ଚତୁର୍ଥ ରାଉଣ୍ଡ ଭୋଟ ଗଣତିରେ ମଧ୍ୟ ବିଜେଡି ଆଗୁଆ ରହିଛି। ଚତୁର୍ଥ ରାଉଣ୍ଡରେ ଯେଉଁ ଫଳାଫଳ ଆସିଛି ତାହା ହେଲା ବିଜେଡି- ୨୩୬୧୫ ବିଜେପି- ୧୩୪୩୭ କଂଗ୍ରେସ- ୮୨୧ jharsuguda ଝାରସୁଗୁଜା ଫଳାଫଳ ଦୀପାଳି ଦାସ