Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନୟାଗଡରେ ବିଜେପି ର ମହା ଜନସମ୍ପର୍କ ଅଭିଯାନ
ଆଞ୍ଚଳିକ

ନୟାଗଡରେ ବିଜେପି ର ମହା ଜନସମ୍ପର୍କ ଅଭିଯାନ

June 22, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୟାଗଡ: ନୟାଗଡ ଜିଲ୍ଲା ଇଟାମାଟି ମଣ୍ଡଳ ବଡ଼ପଣ୍ଡୁସର ପଞ୍ଚାୟତର ଗେଡିପାଟଣା ଗ୍ରାମବାସୀ ଆଜି ଏକ ବିଶେଷ ମଞ୍ଚରେ ବିଜେପି ଦଳରେ ସାମିଲ ହୋଇଛନ୍ତି। ଗ୍ରାମରେ ଚାଲିଥିବା ଇନ୍ଦ୍ରାଣୀ ଦେବୀଙ୍କ ସପ୍ତମ ବାର୍ଷିକ ଜଜ୍ଞ ଏବଂ ସାଂସ୍କୃତିକ ମଞ୍ଚରେ ଗ୍ରାମର ସମସ୍ତ ପୁରୁଷ ଓ ମହିଳା ଶପଥ ନେଇ ଗ୍ରାମ ସଭାପତି ବିରେନ୍ଦ୍ର ମଲ୍ଲଙ୍କ ନେତୃତ୍ବରେ ବିଜେପି ଦଳରେ ସାମିଲ ହୋଇଛନ୍ତି।

ଦିର୍ଘଦିନର ବିଜେଡି ଶାସନରେ ଗ୍ରାମର କୌଣସି ବିକାଶ ହୋଇପାରିନଥିବାରୁ ବହୁଦିନ ଅବହେଳିତ ହୋଇ ରହିବା ପରେ ଆଜି ଏକ ସାମୁହିକ ନିଷ୍ପତ୍ତି ନେଇ ସ୍ଥାନୀୟ ବିଜେପି ନେତ୍ରୀ ଇରାନୀ ରାୟଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ଉପରେ ଆସ୍ଥା ପ୍ରକଟ କରି ବିଜେପିର ମହା ଜନ ସମ୍ପର୍କ ଅଭିଯାନ ଅବସରରେ ଦଳରେ ଯୋଗଦାନ କରିଛନ୍ତି। ଗୋଟିଏ ଗ୍ରାମର ଆବାଳ ବୃଦ୍ଧ ବନିତା ସମ୍ପୂର୍ଣ୍ଣ ବିଜେପି ଦଳରେ ଯୋଗଦେବା ନୟାଗଡ ତଥା ରାଜ୍ୟ ରୈ ପ୍ରଥମ ଘଟଣା ବୋଲି ଜିଲ୍ଲା ସଭାପତି ଶ୍ରୀ ଲାଲା ମନୋଜ ରାୟ ପ୍ରକାଶ କରିଛନ୍ତି।

ଏହି ଆୟୋଜିତ ମିଶ୍ରଣ ସଭାରେ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀରନ୍ଞନ ମଙ୍ଗରାଜ ଯୋଗଦେଇ ନରେନ୍ଦ୍ର ମୋଦୀଙ୍କ ବିକାଶ ରଥରେ ଗେଡିପାଟଣା ସାମିଲ ହୋଇଥିବାରୁ ଗ୍ରାମବାସୀଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ଜିଲ୍ଲା ପୁର୍ବତନ ସଭାପତି ସନ୍ୟାସୀ ନାୟକ , ଜିଲ୍ଲା ସଭାପତି ଲାଲା ମନୋଜ କୁମାର ରାୟ, ବିଧାନ ସଭା କ୍ଷେତ୍ରର ବିଧାୟିକା ପ୍ରାର୍ଥିନୀ ଇରାନୀ ରାୟ, ଜିଲ୍ଲା ଉପ ସଭାପତି ବିରେନ୍ଦ୍ର ନାୟକ, ମଣ୍ଡଳ ସଭାପତି ରାଜ କିଶୋର ପୃଷ୍ଟି , ଯୁବନେତା ପ୍ରଭାତ କୁମାର ନାୟକ, ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେବା ସହିିତ ସାଧୁବାଦ ଜଣାଇ ଥିଲେ।

ଉକ୍ତ ସଭାକୁ ଗ୍ରାମବାସୀଙ୍କ ତରଫରୁ ଜିତୁ ମଲ୍ଲ, ସମିର ଭଟ୍ଟ, ସୁଶାନ୍ତ ମଲ୍ଲ, ଯୋଗେନ୍ଦ୍ର ମଲ୍ଲ, ମୀନା ଦେବତା, ରମାକାନ୍ତ ବାଘ, ସୁସମା ବାଘ, ମଞ୍ଜୁଲତା ଦାସ, ଗୌରୀ ମଲ୍ଲ ପ୍ରମୁଖ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ନୟାଗଡ ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଶେଷ ବର୍ଷ ଶିକ୍ଷାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

April 30, 2026

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026
Latest News

ପରିତ୍ୟକ୍ତ କୂଅରେ ମହିଳାଙ୍କ ମୃତଦେହ

May 3, 2026

ଛାତ୍ର ମୃତ୍ୟୁରୁ ଉତ୍ତେଜନା

May 3, 2026

ଟାଙ୍ଗିଆରେ ସ୍ତ୍ରୀକୁ ଆକ୍ରମଣ

May 3, 2026

ଅମୃତ ୨.୦ ଅଧୀନରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା

May 3, 2026

ପ୍ରସିଦ୍ଧ ଗୀତିକାର ଓ ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଜୋଶୀ ପ୍ରସାର ଭାରତୀର ଅଧ୍ୟକ୍ଷ ନିଯୁକ୍ତ

May 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.