Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁପର ୩୦ର ଟ୍ରେଲର ରିଲିଜ୍‌ : ୧ ଘଣ୍ଟାରେ ଦେଖିଲେ ୫ ମିଲିୟନ୍‌ ଦର୍ଶକ
ଆଜିର ଖବର

ସୁପର ୩୦ର ଟ୍ରେଲର ରିଲିଜ୍‌ : ୧ ଘଣ୍ଟାରେ ଦେଖିଲେ ୫ ମିଲିୟନ୍‌ ଦର୍ଶକ

June 4, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Super-30-trailer realease
Super-30-trailer realease

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ୍‌ଙ୍କ ଅପକମିଙ୍ଗ ଫିଲ୍ମ ସୁପର ୩୦ର ଟ୍ରେଲର ରିଲିଜ୍‌ ହୋଇଛି। ଗଣିତଜ୍ଞ ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସୁଥିବା ହ୍ରିତିକ୍‌ ରୋଶନଙ୍କ ଏହି ଟ୍ରେଲର ରିଲିଜ୍‌ ହେବାର ଏକ ଘଣ୍ଟା ମଧ୍ୟରେ ୫ ମିଲିୟନ୍‌ ବା ୫୦ ଲକ୍ଷ ଦର୍ଶକ ଦେଖିଛନ୍ତି। ଟ୍ରେଲରରେ ଆନନ୍ଦ କୁମାରଙ୍କ ଯାତ୍ରା ଏବଂ ସୁପର ୩୦ର ସଫଳତାର ଯାତ୍ରାର ଏକ ଝଲକ ଦେଖିବାକୁ ମିଳିଛି। ଟ୍ରେଲର ରିଲିଜ୍‌ ପରେ ବିଭିନ୍ନ ବଲିଉଡ୍‌ ଅଭିନେତା ଏହାର ଟ୍ରେଲରକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଫିଲ୍ମର ଟ୍ରେଲର ସେୟାର କରି ସୁପର ୩୦ର ଟ୍ରେଲର ସୁପର ହୋଇଛି। ଅନ୍ୟ ମାନଙ୍କ ମଧ୍ୟରେ ଗୌହର ଖାନ୍‌, ଶାନୁ ଶର୍ମା ଏବଂ ତୁଷାର ବାନାର୍ଜୀ ଏହି ଟ୍ରେଲରକୁ ପ୍ରଶଂସା କରିଛନ୍ତି।

release thesamikhsya trailer
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

April 15, 2026

ବୁର୍ଲା ଭିସୁଟ ପରିସରରେ ‘ଜୋହୋ ସ୍କିଲ୍ ହବ୍’ ଓ ପେଟିଏମ୍ ‘ଜ୍ଞାନ ବାହାନ’ ଲୋକାର୍ପିତ

April 15, 2026

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

April 15, 2026

ମା’ଭଗବତୀଙ୍କ ପୀଠରେ ବୈଶାଖୀ ପର୍ବ: ପଣାଯାତ୍ରା ସାରି ଭାଟପଡ଼ାରୁ ଫେରିଲେ ମା’ କାଠି ଠାକୁରାଣୀ

April 15, 2026
Latest News

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

April 15, 2026

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026

ବୁର୍ଲା ଭିସୁଟ ପରିସରରେ ‘ଜୋହୋ ସ୍କିଲ୍ ହବ୍’ ଓ ପେଟିଏମ୍ ‘ଜ୍ଞାନ ବାହାନ’ ଲୋକାର୍ପିତ

April 15, 2026

ପୂର୍ବତଟ ରେଳପଥ ପକ୍ଷରୁ ଭାରତରତ୍ନ ଡ଼ଃ. ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

April 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.