Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଆଜିର ଖବର

ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 9, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କୁ ଭେଟିଛନ୍ତି। ଜି – ୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଶ୍ରୀ ଜଗନ୍ନାଥ ଭାରତ ଆସିଛନ୍ତି।

ପ୍ରଧାନମନ୍ତ୍ରୀ X ରେ କହିଛନ୍ତି ଯେ, ”ପ୍ରଧାନମନ୍ତ୍ରୀ @କୁମାରଜଗନ୍ନାଥ ଏବଂ ମୋର ବହୁତ ଭଲ ସାକ୍ଷାତ ହୋଇଥିଲା। ଭାରତ -ମରିସସ୍ ସମ୍ପର୍କ ପାଇଁ ଏହା ଏକ ସ୍ୱତନ୍ତ୍ର ବର୍ଷ, କାରଣ ଆମେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଭିତ୍ତିଭୂମି, ଫିନ୍ ଟେକ୍‌, ସଂସ୍କୃତି ଆଦି କ୍ଷେତ୍ରରେ ସହଯୋଗ ଉପରେ ଆମେ ଆଲୋଚନା କରିଛୁ। ଏଥିସହ ଦକ୍ଷିଣ ବିଶ୍ୱର ସ୍ୱରକୁ ଆଗକୁ ବଢ଼ାଇବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ।”

ପିଏମଓ ମଧ୍ୟ X ରେ ପୋଷ୍ଟ କରିଛନ୍ତି ଯେ, ”ପ୍ରଧାନମନ୍ତ୍ରୀ @ନରେନ୍ଦ୍ରମୋଦୀ ମରିସସର ପ୍ରଧାନମନ୍ତ୍ରୀ @କୁମାରଜଗନ୍ନାଥଙ୍କୁ ଭେଟିଥିଲେ, ଏହି ଦେଶ ଭାରତର ଦୃଷ୍ଟିକୋଣ ‘ସାଗର’ର ଏକ ପ୍ରମୁଖ ଅଂଶୀଦାର। ଚଳିତ ବର୍ଷ ଭାରତ – ମରିସସ୍ ଦ୍ୱିପାକ୍ଷିକ ସମ୍ପର୍କର ଉଲ୍ଲେଖନୀୟ ୭୫ତମ ବାର୍ଷିକୀ ପାଳନ ଅବସରରେ ଉଭୟ ନେତା ଉତ୍ସାହର ସହ ଏହାକୁ ସ୍ୱୀକାର କରିଥିଲେ।”

ନରେନ୍ଦ୍ର ମୋଦୀ ମରିସସ୍ ପ୍ରଧାନମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବି.ସି

May 24, 2026

ବିଦ୍ୟୁତ୍ ଆଘାତରେ ଯୁବକଙ୍କ ପ୍ରାଣହାନୀ

May 24, 2026

ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ

May 24, 2026

ଏବେ ପ୍ରକୃତ ଲଢ଼େଇ ହିନ୍ଦୁ ଏବଂ ମୁସଲିମ ମଧ୍ୟରେ ନୁହେଁ, ଧନୀ ଏବଂ ଗରିବ ପ୍ରସଙ୍ଗରେ ହେବ – ରାହୁଲ ଗାନ୍ଧୀ

May 24, 2026
Latest News

ଗଞ୍ଜାମର ନୂତନ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବି.ସି

May 24, 2026

ବିଦ୍ୟୁତ୍ ଆଘାତରେ ଯୁବକଙ୍କ ପ୍ରାଣହାନୀ

May 24, 2026

ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ

May 24, 2026

ବରିଷ୍ଠ ନାଗରିକ FD ହାର: କେଉଁ ବ୍ୟାଙ୍କ କେତେ ରିଟର୍ଣ୍ଣ ପ୍ରଦାନ କରୁଛନ୍ତି, ଦେଖନ୍ତୁ

May 24, 2026

ଏବେ ପ୍ରକୃତ ଲଢ଼େଇ ହିନ୍ଦୁ ଏବଂ ମୁସଲିମ ମଧ୍ୟରେ ନୁହେଁ, ଧନୀ ଏବଂ ଗରିବ ପ୍ରସଙ୍ଗରେ ହେବ – ରାହୁଲ ଗାନ୍ଧୀ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.