Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅଳ୍ପକେ ରକ୍ଷା ପାଇଲେ ଅମିତ ଶାହା, ନିର୍ବାଚନ ପ୍ରଚାର ବେଳେ ବିଦ୍ୟୁତ ତାରରେ ଲାଗିଲା ତାଙ୍କ ରଥ
ଜାତୀୟ ଖବର

ଅଳ୍ପକେ ରକ୍ଷା ପାଇଲେ ଅମିତ ଶାହା, ନିର୍ବାଚନ ପ୍ରଚାର ବେଳେ ବିଦ୍ୟୁତ ତାରରେ ଲାଗିଲା ତାଙ୍କ ରଥ

November 8, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅଳ୍ପକେ ରକ୍ଷା ପାଇଲେ ଅମିତ ଶାହା, ନିର୍ବାଚନ ପ୍ରଚାର ବେଳେ ବିଦ୍ୟୁତ ତାରରେ ଲାଗିଲା ତାଙ୍କ ରଥ

ନୂଆଦିଲ୍ଲୀ: ଅଳ୍ପକେ ରକ୍ଷା ପାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ଗତକାଲି ରାଜସ୍ଥାନରେ ପ୍ରଚାର କରୁଥିବା ବେଳେ ତାଙ୍କ ରଥ ଝୁଲୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ହେଲେ ହଠାତ ଲାଇନ କଟିଯିବାରୁ ଏକ ବଡ ଦୁର୍ଘଟଣରୁ ରକ୍ଷା ମିଳିଯାଇଥିଲା। ସେହି ରଥରେ ଅମିତ ଶାହାଙ୍କ ସହିତ ଆହୁରି ବହୁ ନେତା ଥିଲେ।

ଘଟଣାରୁ ଜଣାପଡିଛି ଯେ, ମଙ୍ଗଳବାର ଦିନ ଅମିତ ସାହା ରାଜସ୍ଥାନର ପ୍ରଭାତସରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧୀତ କରିବାକୁ ଥିଲା। ତା ପୂର୍ବରୁ ସେ ଏକ ବଡ ଗାଡିରେ ତିଆରି ହୋଇଥିବା ରଥରେ ଛିଡା ହୋଇ ଏକ ଶୋଭାଯାତ୍ରାରେ ଯାଉଥିଲେ। ସେ ଏକ ଗଳି ରାସ୍ତାରେ ଯାଉଥିବା ବେଳେ ତାଙ୍କ ରଥ ବିଦ୍ୟୁତ ତାରରେ ସଂସ୍ପର୍ଶରେ ଆସିଥିଲା।

ହଠାତ ତାରରେ ନିଆଁ ଝଲକ ବାହାରିବା ସହିତ ଲାଇନ କଟିଯାଇଥିଲା। ଫଳରେ ଅମିତ  ସାହା ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏହାପରେ ସେ ସେହି ରଥରୁ ଓହ୍ଲାଇ ଆଉ ଏକ ଗାଡିରେ ସଭାସ୍ଥଳକୁ ଯାଇଥିଲେ। ତେବେ ଗୃହମନ୍ତ୍ରୀଙ୍କ ଶୋଭାଯାତ୍ରା ବେଳେ ଏପରି ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

amitshah amitshaha elections Elections2023
Share. Facebook Twitter LinkedIn Email WhatsApp Copy Link

Related Posts

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026
Latest News

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026

କିସ୍ ରେ ରାଜ୍ୟସ୍ତରୀୟ ଆଦିବାସୀ ସ୍ୱେଚ୍ଛାସେବୀ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦଯାପିତ

April 27, 2026

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.