Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଆସୁଛି ଛାଡଖାଇ ବାତ୍ୟା, ମାଛ ଛେଳି କୁକୁଡାଙ୍କୁ ସତର୍କ ସୂଚନା
ଆଜିର ଖବର

ଆସନ୍ତାକାଲି ଆସୁଛି ଛାଡଖାଇ ବାତ୍ୟା, ମାଛ ଛେଳି କୁକୁଡାଙ୍କୁ ସତର୍କ ସୂଚନା

November 29, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆସନ୍ତାକାଲି ଆସୁଛି ଛାଡଖାଇ ବାତ୍ୟା, ମାଛ ଛେଳି କୁକୁଡା ଘରୁ ନ ବାହାରିବା ପାଇଁ ଦିଆଯାଇଛି ସତର୍କ ସୂଚନା। ଏହିପରି ବହୁ ଲେଖା ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଏପରି ତଥ୍ୟକୁ ମଧ୍ୟ ୟୁଜରସ ମାନେ ବେଶ ପସନ୍ଦ କରିବାରେ ଲାଗିଛନ୍ତି। ଅନେକ ହାଃ ହାଃ କରି କମେଣ୍ଟ ମଧ୍ୟ ଲେଖିଛନ୍ତି।

ପ୍ରକୃତରେ ସୋମବାର ଦିନ ଥିଲା କାର୍ତ୍ତିକ ପୂର୍ଣ୍ଣିମା। ଏହାପରେ ଆଜି ମଙ୍ଗଳବାରରେ ଛାଡଖାଇ। ହେଲେ ଏହି ବାରରେ ବହୁ ଲୋକ ଆମିଷ ଖାଉ ନାହାଁନ୍ତି। ଫଳରେ ଆସନ୍ତାକାଲି ବୁଧବାର ଥିବାରୁ ପ୍ରକୃତ ଛାଡଖାଇ ପାଳନ ହେବ। ଆଉ ବଳି ପଡିବେ ଛେଳି ବୋଦା କୁକୁଡା ଆଉ ମାଛ।

ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଥଟା ତାମସା ଆରମ୍ଭ ହୋଇଯାଇଛି। ବୁଧବାର ଦିନ ଆମିଷ ବଜାରରେ ଭିଡ ଜମିବାର ସମ୍ଭାବନା ଥିବାରୁ ତାହାକୁ ବାତ୍ୟା ବୋଲି ୟୁଜରସ ମାନେ ଉଲ୍ଲେଖ କରିଛନ୍ତି। କେତେକ ଲେଖିଛନ୍ତି ଆଜି ରାତିରେ ଉପବାସ ରହି କାଲି ଛାଡଖାଇ ପାଳନ କରିବୁ।

ଆସନ୍ତାକାଲି ଛାଡଖାଇ ପାଇଁ ସକାଳୁ ଆମିଷ ବଜାର ବେଶ ଜମିଯିବ। ସେଥିପାଇଁ ବେପାରୀମାନେ ଆଗୁଆ ପ୍ରସ୍ତୁତ ହୋଇ ରହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଏକ ନୂତନ ରେଳଲାଇନ ପ୍ରକଳ୍ପ ସମେତ ୩ଟି ପ୍ରକଳ୍ପର ମଲ୍ଟି-ଟ୍ରାକିଂକୁ କ୍ୟାବିନେଟ ମଞ୍ଜୁରି

August 28, 2025

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଧଉଳି ଶାନ୍ତି ସ୍ତୁପ ପରିଦର୍ଶନ କଲେ ଶ୍ରୀଲଙ୍କାର ଲୋକସମ୍ପର୍କ ଅଧିକାରୀ

August 28, 2025

ଜୁନାଗଡ ମିଶ୍ରଣ ପର୍ବରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି

August 28, 2025

ରାଶିଫଳ: ଅଗଷ୍ଟ ୨୮ ତାରିଖ ଗୁରୁବାରରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2025
Latest News

ଏକ ନୂତନ ରେଳଲାଇନ ପ୍ରକଳ୍ପ ସମେତ ୩ଟି ପ୍ରକଳ୍ପର ମଲ୍ଟି-ଟ୍ରାକିଂକୁ କ୍ୟାବିନେଟ ମଞ୍ଜୁରି

August 28, 2025

କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଧଉଳି ଶାନ୍ତି ସ୍ତୁପ ପରିଦର୍ଶନ କଲେ ଶ୍ରୀଲଙ୍କାର ଲୋକସମ୍ପର୍କ ଅଧିକାରୀ

August 28, 2025

ଜୁନାଗଡ ମିଶ୍ରଣ ପର୍ବରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି

August 28, 2025

ରାଶିଫଳ: ଅଗଷ୍ଟ ୨୮ ତାରିଖ ଗୁରୁବାରରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2025

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୩୦ ଆୟୋଜନ ନିଲାମରେ ଭାଗ ନେବ ଭାରତ, କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.