ସ୍ୱସ୍ତିଙ୍କ ଭଜନ ହୃଦୟକୁ ଭାବନାରେ ଭରିଦେବ: ପ୍ରଧାନମନ୍ତ୍ରୀ

Published: Jan 6, 2024, 8:16 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱସ୍ତି ମେହୁଲଙ୍କ ଏକ ଭଜନ ‘ରାମ ଆଏଙ୍ଗେ’କୁ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ‘ସ୍ୱସ୍ତିଙ୍କ ଏହି ଭଜନ ଥରେ ଶୁଣିଲେ ଦୀର୍ଘ ସମୟ ପର୍ଯ୍ୟନ୍ତ କାନରେ ଗୁଞ୍ଜିବ। ଆଖିକୁ ଲୁହରେ ଏବଂ ମନକୁ ଭାବନାରେ ଭରିଦେବ।’

Related posts