Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଟିଏମସି କୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ’: କଂଗ୍ରେସ ନେତାଙ୍କ ଭିଡ଼ିଓକୁ ସେୟାର କଲା ବିଜେପି
ଆଜିର ଖବର

‘ଟିଏମସି କୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ’: କଂଗ୍ରେସ ନେତାଙ୍କ ଭିଡ଼ିଓକୁ ସେୟାର କଲା ବିଜେପି

May 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ସମସ୍ତ ରାଜନୈତିକ ଦଳ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ରାଜନୀତି ଗରମ ହୋଇଛି। ବର୍ତ୍ତମାନ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏହି ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ଅମିତ ମାଲଭିୟଙ୍କ ଭିଡିଓରେ ଜୟରାମ ରମେଶଙ୍କ ଉତ୍ତର:

ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲଭିୟଙ୍କ ଦ୍ଵାରା ସେୟାର କରାଯାଇଥିବା ଭିଡିଓରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, ତୃଣମୂଳ କଂଗ୍ରେସ (ଟିଏମସି) କୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଭୋଟ୍ ଦେବା ଭଲ। ଏହି ଭିଡ଼ିଓ ଉପରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ମୁଁ ଅଧୀରଙ୍କ ଏହି ଭିଡ଼ିଓ ଦେଖିନାହିଁ। ସେ ଏହା କେଉଁ ଉଦ୍ଧେଶ୍ୟରେ କହିଛନ୍ତି, ଏହା ଉପରେ ମୁଁ ଏବେ କିଛି କହିପାରିବି ନାହିଁ। କିନ୍ତୁ କଂଗ୍ରେସର କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି ଯେ, ଦେଶରୁ ବିଜେପିକୁ ହଟାଇବା।”

ବିଜେପି ଆଇଟି ସେଲର ମୁଖ୍ୟ, X ରେ ଅଧୀର ରଂଜନ ଚୌଧୁରୀଙ୍କ ଏକ ୮ ସେକେଣ୍ଡର ଭିଡିଓ ସେୟାର କରିବାବେଳେ ଲେଖିଛନ୍ତି ଯେ, “ମମତା ବାନାର୍ଜୀଙ୍କ ଟିଏମସି ପଶ୍ଚିମବଙ୍ଗରେ ପରିସ୍ଥିତି କେତେ ଖରାପ ତାହା ଅଧୀର ରଂଜନ ଚୌଧୁରୀ ଜାଣିଛନ୍ତି। ସେ ନିଜ ଘର ପାଇଁ ଲଢୁଛନ୍ତି। ଗୃହ ରାଜ୍ୟ ପାଇଁ ଶୁଭେଚ୍ଛା।”

Adhir Ranjan Chowdhury knows exactly how bad the situation in West Bengal, under Mamata Banerjee’s TMC, is. He wishes well for his home state.

Listen to him, Bengal. pic.twitter.com/4psl0vnY3X

— Amit Malviya (@amitmalviya) May 1, 2024

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ, ବିଜେପିର ୪୦୦ ପାର ଆହ୍ଵାନ ସମ୍ବିଧାନରେ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି। ତାଙ୍କ ହାତରେ ସମ୍ବିଧାନର ଏକ କପି ଧରି ରମେଶ ଦାବି କରିଛନ୍ତି ଯେ, ୧୯୫୦ ପରଠାରୁ ଏହା ପ୍ରଥମ ଘଟଣା ନୁହେଁ ଯେ, ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ ବାବାସାହେବ ଆମ୍ବେଦକରଙ୍କ ସମ୍ବିଧାନ ପରିବର୍ତ୍ତନ ବିଷୟରେ କହିଛନ୍ତି।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ତାଙ୍କ ଦଳ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ, ଚିକିତ୍ସା ଏବଂ ଅସ୍ତ୍ରୋପଚାର ସହିତ ୨୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ କଭରେଜ୍ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛି।

Adhir Ranjan Chowdhury Amit Malviya Jairam Ramesh LOK SABHA ELECTION 2024
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026

ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ୍ ସମ୍ବାଦରେ ସାମିଲ ହେଲେ ସମ୍ବଲପୁରର ଅଖିଳେନ୍ଦ୍ର ଶାସନୀ

July 28, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.