ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଥରେ ବୋମା ଧମକ ଦିଆଯାଇଛି। ଦିଲ୍ଲୀର ବୁରାଡି ସରକାରୀ ଡାକ୍ତରଖାନା ଏବଂ ମଙ୍ଗୋଲପୁରୀର ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ବୋମା ବିପଦ ଥିବା ଏକ ଇମେଲ ମିଳିଛି। ଏହା ପରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି। bomb Breaking News delhi hospital
ରାଜ୍ୟ ମାନ୍ୟତା ପାଇଁ ବିଜେପି ସହ ହାତ ମିଶାଇବେ କି?: ସ୍ପଷ୍ଟ କଲେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀSeptember 30, 2025