Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିଶ୍ବ ହାଇଡ୍ରୋଜେନ୍ ସମ୍ମିଳନୀ ୨୦୨୪ରେ ନିଜସ୍ବ ମଞ୍ଚ ସ୍ଥାପନ କଲା ଭାରତ
ଜାତୀୟ ଖବର

ବିଶ୍ବ ହାଇଡ୍ରୋଜେନ୍ ସମ୍ମିଳନୀ ୨୦୨୪ରେ ନିଜସ୍ବ ମଞ୍ଚ ସ୍ଥାପନ କଲା ଭାରତ

May 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ପାଇଁ ନେଦରଲ୍ୟାଣ୍ଡର ରୋଟେର୍ଡ୍ୟାମ୍ଠାରେ ମେ ୧୩ରୁ ୧୫ ତାରିଖ ମଧ୍ୟରେ ଆୟୋଜିତ ହୋଇଥିବା ବିଶ୍ବ ହାଇଡ୍ରୋଜେନ୍ ସମ୍ମିଳନୀ ୨୦୨୪ରେ ନିଜସ୍ବ ମଞ୍ଚ ସ୍ଥାପନ କରିଛି। ଭାରତ ସରକାରଙ୍କ ନୂତନ ଓ ନବୀକରଣେଯାଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ସ୍ଥାପନ କରାଯାଇଥିବା ଏହି ମଞ୍ଚ ସମ୍ମିଳନୀର ଅନ୍ୟତମ ସର୍ବବୃହତ୍ ମଞ୍ଚ। ଏହାକୁ ନୂତନ ଏବଂ ନବୀକରଣେଯାଗ୍ୟ ଶକ୍ତି ମନ୍ତ୍ରଣାଳୟର ସଚିବ ଭୁପିନ୍ଦର ଏସ୍. ଭଲ୍ଲା ମେ ୧୨ ତାରିଖ ଦିନ ଉଦ୍ଘାଟନ କରିଥିଲେ। 

ବିଶ୍ବସ୍ତରୀୟ ଗ୍ରୀନ୍୍ ହାଇଡ୍ରୋଜେନ୍ ଇକୋସିଷ୍ଟମ୍୍ରେ ଏହି ସମ୍ମିଳନୀ ଏକ ସମ୍ମାନଜନକ କାର୍ଯ୍ୟକ୍ରମ। ବିଶ୍ବର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫୦୦ ପ୍ରତିନିଧି ଏହି ସମ୍ମିଳନୀରେ େଯାଗ ଦେବେ ବୋଲି ଆଶା କରାଯାଉଛି। ଭାରତୀୟ ମଞ୍ଚ ଏହି ସମ୍ମିଳନୀରେ, ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ରରେ ଦେଶର ପ୍ରଗତି ସମ୍ପର୍କରେ ସମଗ୍ର ବିଶ୍ବ ସମ୍ମୁଖରେ ପ୍ରଦର୍ଶନ କରିବାର ଏକ ସୁଯୋଗ ଆଣି ଦେଇଛି।

ଭାରତୀୟ ପ୍ରତିନିଧି ଦଳରେ ନୂତନ ଓ ନବୀକରଣେଯାଗ୍ୟ ଶକ୍ତି ମନ୍ତ୍ରଣାଳୟ, ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏବଂ ବେସରକାରୀ କମ୍ପାନୀଗୁଡିକରୁ ମନୋନୀତ ପ୍ରତିନିଧିମାନେ ଅଛନ୍ତି। ବିଭିନ୍ନ ଜି୨ଜି ଭାବ ବିନିମୟ ସମେତ ଏପରି ସମ୍ମିଳନୀ ଭାରତୀୟ ଉଦ୍ୟୋଗ କ୍ଷେତ୍ର ପାଇଁ ବିଶ୍ବର ବିଭିନ୍ନ କମ୍ପାନୀମାନଙ୍କ ସହ ଜଡିତ ହେବା ନିମନ୍ତେ ଏକ ଉତ୍ତମ ସୁେଯାଗ ପ୍ରଦାନ କରିଥାଏ।

୨୦୨୩ ଜାନୁଆରୀରେ ମୋଟ୍ ୧୯,୭୪୪ କୋଟି ଟଙ୍କା ଅଟକଳରେ ଭାରତ ନିଜର ନ୍ୟାଶନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ ଆରମ୍ଭ କରିଥିଲା। ତେବେ ୨୦୩୦ ଶେଷ ସୁଦ୍ଧା ଭାରତ ନିଜର ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କ୍ଷମତା ୫ ଏମ୍ଏମ୍ଟି (ମିଲିୟନ୍ ମେଟ୍ରିକ୍ ଟନ୍) ପର୍ଯ୍ୟନ୍ତ ହାସଲ କରିବାକୁ ଏକ ଉଚ୍ଚଅଭିଳାଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବତ୍ର୍ତମାନ ସୁଦ୍ଧା ନୂତନ ଓନବୀକରଣ େଯାଗ୍ୟ ଶକ୍ତି ମନ୍ତ୍ରଣାଳୟ ୪୧୨,୦୦୦ ଟନ୍ ଉତ୍ପାଦନ କ୍ଷମତାର ହାଇଡ୍ରୋଜେନ୍ ଏବଂ ୧୫୦୦ ମେଗାଓ୍ବାଟ୍ ଉପôାଦନ କ୍ଷମତାର ଇଲେକ୍ଝ୍ରୋଲାଇଜର୍ ସ୍ଥାପନ ପାଇଁ ଟେଣ୍ଡର୍ ପ୍ରଦାନ କରିଛି।

ଇସ୍ପାତ, ପରିବହନ/ଗତିଶୀଳତା ଏବଂ ଜାହାଜ ଚଳାଚଳ କ୍ଷେତ୍ରରେ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବହାର ପାଇଁ ଭାରତ ସ୍ବତନ୍ତ୍ର େଯାଜନା ନିଦ୍ର୍ଧେଶାବଳୀ ମଧ୍ଯ ଜାରି କରିଛି। ଭାରତରେ ନୂତନ ଉଦ୍ଭାବନ ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଇକୋଷ୍ଟିଷ୍ଟସମ୍କୁ ପ୍ରୋତ୍ସାହନ ଦେବା ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ହାଇଡ୍ରୋଜେନ୍ ଭ୍ୟାଲି ଇନୋଭେସନ୍ କ୍ଲଷ୍ଟର୍ ଆରମ୍ଭ କରିଛି।

ରାଷ୍ଟ୍ରୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ୍ ପାଇଁ ଏକ ଉତ୍ସର୍ଗୀକୃତ ପୋର୍ଟାଲ୍ ମଧ୍ଯ ନିକଟରେ ଉନ୍ମୋଚିତ ହୋଇଛି। ଏହା ମିଶନ୍ ସମ୍ପର୍କିତ ସମସ୍ତ ସୂଚନା ଏବଂ ଭାରତରେ ଗ୍ରୀନ୍ ହାଇଡ୍ରୋଜେନ୍ ଇକୋସିଷ୍ଟମ୍୍ର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସµର୍କରେ ଗୋଟିଏ ସ୍ଥାନରେ ତଥ୍ୟ ପ୍ରଦାନ କରିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଲକ୍ଷ ଲକ୍ଷ ଭାରତୀୟ ପିଲାଙ୍କୁ ଅଲିମ୍ପିକ୍ ମୂଲ୍ୟବୋଧ ସହିତ ଯୋଡିବା ପଦକ୍ଷେପକୁ ଆଇଓସିର ପ୍ରଶଂସା

March 7, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ଜନ ଔଷଧି ଦିବସ ୨୦୨୬ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

March 7, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026
Latest News

ଲକ୍ଷ ଲକ୍ଷ ଭାରତୀୟ ପିଲାଙ୍କୁ ଅଲିମ୍ପିକ୍ ମୂଲ୍ୟବୋଧ ସହିତ ଯୋଡିବା ପଦକ୍ଷେପକୁ ଆଇଓସିର ପ୍ରଶଂସା

March 7, 2026

ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ ଚଳାଚଳରେ ଅସ୍ଥାୟୀ ପରିବର୍ତ୍ତନ

March 7, 2026

ଜନ ଔଷଧି ଦିବସ ୨୦୨୬ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

March 7, 2026

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ

March 7, 2026

UPSC ପରୀକ୍ଷାରେ ସଫଳତା ପାଇଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

March 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.