Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଥର ମିଳିତ ଜାତିସଂଘର ସ୍ଥାୟୀ ସଦସ୍ୟ ହେବ ଭାରତ!, ଜାଣନ୍ତୁ କଣ ରହିଛି ବୈଦେଶିକ ମନ୍ତ୍ରୀଙ୍କ ଯୋଜନା?
ଜାତୀୟ ଖବର

ଏଥର ମିଳିତ ଜାତିସଂଘର ସ୍ଥାୟୀ ସଦସ୍ୟ ହେବ ଭାରତ!, ଜାଣନ୍ତୁ କଣ ରହିଛି ବୈଦେଶିକ ମନ୍ତ୍ରୀଙ୍କ ଯୋଜନା?

May 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବାକୁ ଭାରତ ନିରନ୍ତର ଚେଷ୍ଟା କରୁଛି, କିନ୍ତୁ ଚୀନ୍ ଏଥିରେ ବାଧା ସୃଷ୍ଟି କରୁଛି। କିନ୍ତୁ ଏଥର ଭାରତ ସ୍ଥାୟୀ ସଦସ୍ୟ ହେବାକୁ ସ୍ଥିର କରିଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏଭଳି ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତ ଶୀଘ୍ର ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇପାରିବ ଏବଂ ଆମେରିକା ମଧ୍ୟ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସମର୍ଥନ କରୁଛି।

ଭାରତରେ ରୁଷର ରାଷ୍ଟ୍ରଦୂତ ଡେନିସ୍ ଅଲିପୋଭ କହିଛନ୍ତି ଯେ, ଅଧିକାଂଶ ପ୍ରସଙ୍ଗରେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି, ତେଣୁ ଭାରତ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇବାକୁ ହକଦାର। ରାଷ୍ଟ୍ରପତି ପୁଟିନ ଅନ୍ତର୍ଜାତୀୟ ଆଇନରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ସମର୍ଥନ କରିଛନ୍ତି। ପ୍ରକାଶ ଯେ, ବର୍ତ୍ତମାନ ବ୍ରିଟେନ, ଚୀନ୍, ଫ୍ରାନ୍ସ, ରୁଷ ଏବଂ ଆମେରିକା ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଅଟନ୍ତି।

ବିଶେଷଜ୍ଞମାନେ କ’ଣ କୁହନ୍ତି?:

ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ବିନୟ କୌରା କହିଛନ୍ତି ଯେ, ରୁଷର ଭାରତକୁ ବାରମ୍ବାର ସମର୍ଥନ ସତ୍ତ୍ୱେ ଚୀନ୍ ପ୍ରଭାବିତ ହେଉନାହିଁ। ସୁରକ୍ଷା ପରିଷଦରେ ଚୀନ୍ କ୍ରମାଗତ ଭାବରେ ବିରୋଧ କରୁଛି, ତେଣୁ ଭାରତର ରାସ୍ତା ବନ୍ଦ ରହିବ। ଚୀନ୍ ହେଉଛି ଏସିଆର ଏକମାତ୍ର ଦେଶ ଯେଉଁଥିରେ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ରହିଛି ଏବଂ ଯଦି ଭାରତ ସଦସ୍ୟତା ପାଏ, ତେବେ ଚୀନ୍ ର ଗୁରୁତ୍ଵ ହ୍ରାସ ପାଇବ।

ଆନ୍ତର୍ଜାତୀୟ କ୍ରାଇସିସ ଗ୍ରୁପର ଜାତିସଂଘର ନିର୍ଦ୍ଦେଶକ ରିଚାର୍ଡ ଗୋୱାନ୍ କହିଛନ୍ତି ଯେ, ଭାରତ ନିଜର ସମସ୍ତ ଶକ୍ତି ଲଗାଇଛି, କିନ୍ତୁ ଏଥର ଭାରତ ସ୍ଥାୟୀ ଆସନ ପାଇବା ପାଇଁ ଜିଦ୍ ଧରିଛି। ଭାରତ ଏଥିରେ ଆପୋଷ ବୁଝାମଣା କରିବାକୁ ଚାହୁଁନାହିଁ। ଗୋୱାନ କହିଛନ୍ତି ଯେ, ଭିଟୋ ଶକ୍ତି ବ୍ୟବହାର କରି ଚୀନ୍ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେଇଥାଏ, ଯଦି ଭାରତ ସମାନ ଅଧିକାର ପାଏ ତେବେ ଏସିଆରେ ଚୀନ୍‌ର ପ୍ରଭାବ ହ୍ରାସ ପାଇବ।

china india UNSC
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ମୁହାଁକୁ ଠେଲି ଦେଇଛି ଡବଲ ଇଞ୍ଜିନ୍ ସରକାର: ସି.ପି.ଆଇ.(ଏମ୍)

June 17, 2026

ମମତା ବାନାର୍ଜୀଙ୍କୁ ବଡ଼ ସୁଯୋଗ ଦେଲେ ବାଚସ୍ପତି!: ଏବେ ବିଭାଜନରୁ ବଞ୍ଚିପାରିବ କି ଟିଏମସି?

June 17, 2026

ଆଫଗାନିସ୍ତାନକୁ ପରାସ୍ତ କରି ୧୦୧ ରନ୍ ରେ ଜିତିଲା ଭାରତ

June 17, 2026

ଆଫଗାନିସ୍ତାନ ବିପକ୍ଷରେ ଇତିହାସ ରଚିଲେ ଇଶାନ କିଶାନ

June 17, 2026
Latest News

ଓଡିଶାରେ ସିଙ୍ଗାପୁର’ର ନିବେଶ ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବ SEM

June 17, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେତୁ ବାତିଲ ହେଲା ଟ୍ରେନ

June 17, 2026

ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ମୁହାଁକୁ ଠେଲି ଦେଇଛି ଡବଲ ଇଞ୍ଜିନ୍ ସରକାର: ସି.ପି.ଆଇ.(ଏମ୍)

June 17, 2026

ମମତା ବାନାର୍ଜୀଙ୍କୁ ବଡ଼ ସୁଯୋଗ ଦେଲେ ବାଚସ୍ପତି!: ଏବେ ବିଭାଜନରୁ ବଞ୍ଚିପାରିବ କି ଟିଏମସି?

June 17, 2026

ଆଫଗାନିସ୍ତାନକୁ ପରାସ୍ତ କରି ୧୦୧ ରନ୍ ରେ ଜିତିଲା ଭାରତ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.