ଓଡିଶା ବିଧାନସଭାରେ କଂଗ୍ରେସ 13ଟି ଆସନରେ ଆଗୁଆ ରହିଛି, ଜାଣନ୍ତୁ ତାହା କେଉଁ ଆସନ

Published: Jun 4, 2024, 11:22 am IST

ଭୁବନେଶ୍ବର: ବିଜେଡି ବିଜେପି ଲଢେଇ ଭିତରେ ବର୍ତ୍ତମାନ କଂଗ୍ରେସ ତାହାର ସ୍ଥିତି ରଖିବା ପାଇଁ ଚେଷ୍ଠା କରିବାରେ ଲାଗିଛି। ତେବେ ଗଣତି ଅନୁସାରେ ବର୍ତ୍ତମାନ ବିଜେପି 71 ଏବଂ ବିଜେଡି 47 ଟି ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ 13ଟି ଆସନରେ ଆଗୁଆ ରହିଛି। ସେଗୁଡିକ ହେଲା

ରାଜଗାଂଗପୁର, ଉଦଳା, ଭଣ୍ଡାରୀପୋଖରୀ, ବାସୁଦେବପୁର, ଭବାନୀପାଟଣା, ମୋହନା, ଗୁଣୁପୁର, ରାୟଗଡା, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ, ମାଲକାନାଗିରି, ଚିତ୍ରକୋଣ୍ଡା। ଭଣ୍ଡାରୀପୋଖରୀରେ ନିରଞ୍ଜନ ପଟ୍ଟନାୟକ, ଜୟପୁରରେ ତାରା ବାହିନୀପତି, ବାସୁଦେବପୁରରୁ ଅଶୋକ ଦାସ ଆଗରେ ଅଛନ୍ତି।

Related posts