ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ଦଳ ପାଇଁ ଖୁସି ଖବର। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କୁ ପରାସ୍ତ କରିଥିବା ସ୍ୱାଧୀନ ବିଧାୟକ ସରଜୁ ରାୟ ଜେଡିୟୁ ସଦସ୍ୟତା ଗ୍ରହଣ କରିଛନ୍ତି। jdu Raghubar Das sarayu roy