ନବରାତ୍ରୀର ତୃତୀୟ ଦିନରେ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

Published: Oct 6, 2024, 7:06 am IST

ନୂଆଦିଲ୍ଲୀ: ନବରାତ୍ରୀର ତୃତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ ଚନ୍ଦ୍ରଘଣ୍ଟାଙ୍କୁ ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ନବରାତ୍ରୀରେ ଆଜି ମା’ ଚନ୍ଦ୍ରଘଣ୍ଟାଙ୍କ ଚରଣରେ କୋଟି କୋଟି ବନ୍ଦନ। ଦେବୀ ମା’ ତାଙ୍କର ସମସ୍ତ ଭକ୍ତଙ୍କୁ ଯଶସ୍ୱୀ ଜୀବନର ଆଶୀର୍ବାଦ ପ୍ରଦାନ କରନ୍ତୁ। ଆପଣ ସମସ୍ତଙ୍କ ପାଇଁ ତାଙ୍କର ଏହି ସ୍ତୁତି…।”

Related posts