Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦିନରେ କେବେ ହେଲେ ଏହି ଛଅଟି କାମ କରନ୍ତୁ ନାହିଁ, ଭୋଗି ପାରନ୍ତି ଘୋର ଅସୁବିଧା
ଜାତୀୟ ଖବର

ଦିନରେ କେବେ ହେଲେ ଏହି ଛଅଟି କାମ କରନ୍ତୁ ନାହିଁ, ଭୋଗି ପାରନ୍ତି ଘୋର ଅସୁବିଧା

November 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଶାସ୍ତ୍ରରେ ଦୈନନ୍ଦିନ କାର୍ଯ୍ୟ ଧାରାର ପ୍ରଣାଳୀ କିପରି ରହିବ ତାହା ଉଲ୍ଲେଖ କରାଯାଇଛି। କେମିତି କିପରି ଦୈନ୍ୟନ୍ଦିନ କାମ କରିବେ ତାହା ମଧ୍ୟ ଲେଖାଯାଛି। ଦିନରେ ଏବଂ ରାତିରେ କେତେକ କାର୍ଯ୍ୟ କରିବା ଉଚିତ ଏବଂ ଅନୁଚିତ ତାହା ମଧ୍ୟ କୁହାଯାଇଛି। କାରଣ ଦିନରେ ସୂର୍ଯ୍ୟ ଦେବଙ୍କ ପ୍ରାଧାନ୍ୟ ରହୁଥିବା ବେଳେ ରାତିରେ ଚନ୍ଦ୍ର ଦେବଙ୍କ ଆଧିପତ୍ୟ ରହିଥାଏ। ସେଥିପାଇଁ ସୂର୍ଯ୍ୟ ଦୃଶ୍ୟମାନେ ବା ଥିବା ପର୍ଯ୍ୟନ୍ତ କେତେକ କାର୍ଯ୍ୟକୁ ବାରଣ କରାଯାଇଛି।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ, ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ପର୍ଯ୍ୟନ୍ତ ଏହି କାମଗୁଡିକ କରନ୍ତୁ ନାହିଁ, ନଚେତ୍ ଆପଣଙ୍କ ଜୀବନରେ ସମସ୍ୟା ଅତ୍ୟଧିକ ହୋଇପାରେ।

୧- ଦିନରେ କଦାପି ଶୋଇବା ଉଚିତ୍ ନୁହେଁ।

୨- ଲୁଣକୁ ଭୂମିରେ ପଡ଼ିବାକୁ ଦିଅନ୍ତୁ ନାହିଁ।

୩- ତଳେ ତେଲ ଢାଳନ୍ତୁ ନାହିଁ।

୪- ଲଙ୍କା ମରିଚ ହାତକୁ ହାତ ଦିଅନ୍ତୁ ନାହିଁ।

୫- କ୍ଷୀର ଜାଳନ୍ତୁ ନାହିଁ।

୬- ସହବାସ କରନ୍ତୁ ନାହିଁ।

ଘୋର ଅସୁବିଧା ଛଅଟି କାମ ଦୈନନ୍ଦିନ କାର୍ଯ୍ୟ ଶାସ୍ତ୍ର ସୂର୍ଯ୍ୟ ଉଦୟ
Share. Facebook Twitter LinkedIn Email WhatsApp Copy Link

Related Posts

ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ- ଚାଲାଣ

December 27, 2025

ଚୌମୁଁ ପଥର ଫିଙ୍ଗା ଘଟଣା: ଏପର୍ଯ୍ୟନ୍ତ ୧୦୦ ଗିରଫ, ଆସନ୍ତାକାଲି ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟାନ୍

December 27, 2025

ପଶ୍ଚିମବଙ୍ଗରେ ଆଜିଠାରୁ ସ୍ୱତନ୍ତ୍ର ଭୋଟର ତାଲିକା ଶୁଣାଣି ଆରମ୍ଭ

December 27, 2025

ଅପରେସନ୍ କାଲନେମି: ୧୯ ବାଂଲାଦେଶୀ ସମେତ ୫୧୧ ଗିରଫ

December 27, 2025
Latest News

ଏଣିକି ଅନଲାଇନ୍ ସହ ଅଫଲାଇନରେ ପୈଠ କରିହେବ ଇ- ଚାଲାଣ

December 27, 2025

କେନ୍ଦୁଝରରେ ରାଜ୍ୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

December 27, 2025

ଚୌମୁଁ ପଥର ଫିଙ୍ଗା ଘଟଣା: ଏପର୍ଯ୍ୟନ୍ତ ୧୦୦ ଗିରଫ, ଆସନ୍ତାକାଲି ପର୍ଯ୍ୟନ୍ତ ଇଣ୍ଟରନେଟ୍ ବ୍ୟାନ୍

December 27, 2025

ପଶ୍ଚିମବଙ୍ଗରେ ଆଜିଠାରୁ ସ୍ୱତନ୍ତ୍ର ଭୋଟର ତାଲିକା ଶୁଣାଣି ଆରମ୍ଭ

December 27, 2025

ଅପରେସନ୍ କାଲନେମି: ୧୯ ବାଂଲାଦେଶୀ ସମେତ ୫୧୧ ଗିରଫ

December 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.