ନୂଆଦିଲ୍ଲୀ: ସଲମାନ ଖାନଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗରୁ ଅନେକ ଥର ମୃତ୍ୟୁ ଧମକ ଦିଆଯାଇଛି। ଏବେ ଖବର ଆସୁଛି ଯେ, ବଲିଉଡର କିଙ୍ଗ ଶାହାରୁଖ ଖାନଙ୍କୁ ମଧ୍ୟ ମୃତ୍ୟୁ ଧମକ ଦିଆଯାଇଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଛି। Salman Khan Shah Rukh Khan
୨୦୨୭ ବିଶ୍ୱକପରେ କୋହଲି ଏବଂ ରୋହିତ ଖେଳିବେ ନାହିଁ କି?: ଡିଭିଲିୟର୍ସଙ୍କ ବୟାନରେ ସମସ୍ତେ ଆଶ୍ଚର୍ଯ୍ୟOctober 7, 2025