ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତୀ ୨୦୦ ସଂଖ୍ୟା ଅତିକ୍ରମ କରିଛି। ମହାୟୁତି ବର୍ତ୍ତମାନ ୨୧୬ ଟି ଆସନରେ ଆଗୁଆ ଅଛି। ଯେଉଁଠାରେ MVA ୬୦ ଟି ଆସନରେ ଆଗରେ ଅଛି। ସେହିଭଳି ଅନ୍ୟ ୧୨ ଟି ଆସନରେ ଆଗରେ ଅଛନ୍ତି। Elections 2024 Maharashtra Assembly Election 2024 Maharashtra Election 2024