ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଟ୍ରେଣ୍ଡକୁ ନେଇ ଏକ ଘନିଷ୍ଠ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଯେଉଁଠାରେ ଇଣ୍ଡିଆ ଆଲାଇନ୍ସ ଦୀର୍ଘ ସମୟ ଧରି ପଛରେ ପଡିଥିଲା, ଏବେ ଇଣ୍ଡିଆ ଆଲାଇନ୍ସ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଟ୍ରେଣ୍ଡ ଅନୁଯାୟୀ, ଇଣ୍ଡିଆ ମେଣ୍ଟ ୫୧ ଟି ଆସନରେ ଆଗରେ ଥିବା ବେଳେ ଏନଡିଏ ମେଣ୍ଟ ୨୮ ଟି ଆସନରେ ଆଗୁଆ ଅଛି।
ଝାଡ଼ଖଣ୍ଡର ଟ୍ରେଣ୍ଡରେ ବଡ ଓଲଟା ପାଲଟ, ସଂଖ୍ୟାଗରିଷ୍ଠତା ଅତିକ୍ରମ କଲା ଇଣ୍ଡିଆ ମେଣ୍ଟ
Published:
Nov 23, 2024, 10:32 am IST