Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିଶୁ କନ୍ୟା ଜନ୍ମ ଦେଲା ଦଶମ ଶ୍ରେଣୀର ଛାତ୍ରୀ, ଯୁବକ ଅଟକ
ଆଜିର ଖବର

ଶିଶୁ କନ୍ୟା ଜନ୍ମ ଦେଲା ଦଶମ ଶ୍ରେଣୀର ଛାତ୍ରୀ, ଯୁବକ ଅଟକ

December 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ: ଜଣେ ଦଶମ ଶ୍ରେଣୀର ଛାତ୍ରୀ (୧୬ ବର୍ଷ) କନ୍ୟା ସନ୍ତାନ ଟିଏ ଜନ୍ମ ଦେଇ ଡାକ୍ତରଖାନାରେ ଚିକିତ୍ସିତ ହେବା ଭଳି ଘଟଣା ନାକଟିଦେଉଳ ଥାନା ଅଂଚଳରେ ଘଟିଛିl ଏ ନେଇ ପୋଲିସ ଜଣେ ଯୁବକକୁ ଅଟକ ରଖିଛିl

ପୋଲିସ ସୂତ୍ରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଜାମଜୁରୀ ପଞ୍ଚାୟତ ପଥୁରିନାଳି ର ଦଶମ ଶ୍ରେଣୀ ପଢ଼ୁଥିବା ଜୈନିକା ଛାତ୍ରୀ (୧୬) ବର୍ଷ ଘରେ କେହି ନ ଥିବା ସମୟରେ ଗତ କାଲି ଦିନ ୧୨ ଟାରେ ନିଜ ଘରେ ଏକ ଶିଶୁ କନ୍ୟା କୁ ଜନ୍ମ ଦେଇଥିବା ଜଣାପଡିଛି l ଝିଅର ପେଟରେ ଶିଶୁ ଟିଏ ଥିବା କଥା ଆଗରୁ ପରିବାର ଲୋକେ କେହି ବି ଜାଣି ପାରି ନ ଥିଲେ ବୋଲି ନାବାଳିକା ର ପିତା, ମାତା ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି l ଝିଅର ପେଟ ପୀଡା ହେଉଥିବା ରୁ ମା ପଡିଶା ଘରକୁ କିଛି ଔଷଧ ପାଇଁ ଯାଇଥିବା ବେଳେ ଆସିବା ବେଳକୁ ଝିଅ ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇ ସାରିଥିଲା l ଝିଅ ଜଣକ ପାଖ ପଡୋଶୀ ଘରର ଦଶରୁ କିସାନ ସହିତ ପ୍ରେମ ସମ୍ପର୍କ ଥିବା କହିଥିବା ବେଳେ ଦଶରୁ କିନ୍ତୁ ଏହି ଘଟଣା କୁ ପୋଲିସ ଆଗରେ ଅସ୍ବୀକାର କରି ଥିବା ନାକଟିଦେଉଳ ପୋଲିସ ପ୍ରକାଶ କରିଛି l

ଯାହାକୁ ନେଇ ପରିବାର ଲୋକେ ନିଜ ସାହିରେ ରେ ଏକ ସଭା କରିଥିଲେ l କିନ୍ତୁ ଦଶରୁ ଝିଅ ସହିତ କୌଣସି ସମ୍ପର୍କ ନ ଥିବା ଗାଁ ସମାଜ ଆଗରେ ପ୍ରକାଶ କରିଛି l ଆଜି ଘଟଣାଟି ଜଣାପଡିବାପରେ ଗାଁ ର ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ଉଭୟ ନା ବାଳିକା ଝିଅ ଓ ଶିଶୁ କନ୍ୟା କୁ ନାକଟିଦେଉଳ ଡାକ୍ତରଖାନରେ ଭର୍ତି କରିଛନ୍ତି l ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନା ପଠାଯାଇଥିବା ଜଣାପଡିଛି l ଝିଅର ପିତା ନାକଟିଦେଉଳ ଥାନାରେ ଦଶରୁ କିସାନ ନାମରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୁକ୍ତ ଦଶ୍ରୁକୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l

ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

October 14, 2026
Latest News

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ

October 14, 2026

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.