ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଲାଗି ଏକ ସ୍ପଷ୍ଟ ସଙ୍କେତ ଦେଉଛି। ଏ ପ୍ରସଙ୍ଗରେ ଏକ ରାଜନୈତିକ ବିଶ୍ଳେଷଣ ପ୍ରସ୍ତୁତ କରୁଛନ୍ତି ସମୀକ୍ଷା. କମ୍ ର ସମ୍ପାଦକ ପ୍ରିୟ ରଞ୍ଜନ ସାହୁ।
ସଫା ରାସ୍ତା ଠାରୁ ଦ୍ରୁତ ମେଟ୍ରୋ ପର୍ଯ୍ୟନ୍ତ – ସହର ବିକାଶ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀSeptember 16, 2025