ପ୍ରିୟ ରଞ୍ଜନ ସାହୁଙ୍କ ସହିତ ରାଜନୈତିକ ବିଶ୍ଳେଷଣ

Published: Dec 13, 2018, 11:57 am IST
Featured Video Play Icon

ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ଲାଗି ଏକ ସ୍ପଷ୍ଟ ସଙ୍କେତ ଦେଉଛି। ଏ ପ୍ରସଙ୍ଗରେ ଏକ ରାଜନୈତିକ ବିଶ୍ଳେଷଣ ପ୍ରସ୍ତୁତ କରୁଛନ୍ତି ସମୀକ୍ଷା. କମ୍ ର ସମ୍ପାଦକ ପ୍ରିୟ ରଞ୍ଜନ ସାହୁ।

 

Related posts