Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Tina Ahuja on Periods: ଋତୁଶ୍ରାବକୁ ନେଇ ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା କହିଲେ ଏପରି କଥା
ଜାତୀୟ ଖବର

Tina Ahuja on Periods: ଋତୁଶ୍ରାବକୁ ନେଇ ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା କହିଲେ ଏପରି କଥା

December 29, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Tina Ahuja on Periods
Tina Ahuja on Periods: ଋତୁଶ୍ରାବକୁ ନେଇ ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା କହିଲେ ଏପରି କଥା

Tina Ahuja on Periods: ଗୋବିନ୍ଦାଙ୍କ ଝିଅ ଟିନା ଆହୁଜା ନିଜ ମା’ଙ୍କ ସହିତ ଏକ ଟେଲିଭିଜନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଲୋଚନାରେ ସେ ପିରିଅଡସ୍ ବା ଋତୁଶ୍ରାବ ବାବଦରେ ନିଜର ଖୋଲା ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଯନ୍ତ୍ରଣା ଏକ ମାନସିକ ରୋଗ।

ସେ ଦାବି କରିଛନ୍ତି ଯେ ପିରିଅଡସ୍‌ରେ ଯନ୍ତ୍ରଣା ମୁଖ୍ୟତଃ ମୁମ୍ବାଇ ଓ ଦିଲ୍ଲୀର ଝିଅଙ୍କଠାରେ ଅଧିକ ଦେଖାଦିଏ। ଅନ୍ୟ ସହରର ମହିଳାମାନଙ୍କଠାରେ ଏହି ଯନ୍ତ୍ରଣା ଏତେ ପରିମାଣର ହୁଏ ନାହିଁ। ସେ ଏହାକୁ ମଧ୍ୟ କହିଛନ୍ତି ଯେ ପିରିଅଡସ୍‌ର ଯନ୍ତ୍ରଣା ଆମର ମନୋଭାବନାରୁ ବା ମାନସିକତାରୁ ସୃଷ୍ଟି ହୁଏ।

ପିରିଅଡସ୍‌ର ପିଡା ମାନସିକ ରୋଗ

ଟିନା ଆହୁଜା କହିଛନ୍ତି, “ମୁଁ ମୁଖ୍ୟତଃ ଚଣ୍ଡିଗଡ଼ରେ ରହୁଛି ହେଲେ ମୁଁ ମୁମ୍ବାଇ ଓ ଦିଲ୍ଲୀର ଝିଅମାନେ ଏହି ପିରିଅଡସ୍ ଯନ୍ତ୍ରଣା ବାବଦରେ କଥା ହେବାର ଶୁଣିଛି। ହେଲେ ସେମାନେ ଏହି କଥା ଅନ୍ୟକୁ କହିଦେଲେ ତାଙ୍କର ପିଡା ବା ଯନ୍ତ୍ରଣା ଅଧା କମିଯାଉଥିବାର ଅନୁଭବ କରିଛି। ତେଣୁ ମୁଁ ଅନୁଭବ କରେ ଯେ ଏହା ଏକ ମାନସିକ ରୋଗ। ପଞ୍ଜାବ ଓ ଅନ୍ୟ ସହରର ମହିଳାମାନେ ଏହି ଯନ୍ତ୍ରଣା ଉପରେ ଧ୍ୟାନ ଦିଆନ୍ତି ନାହାଁନ୍ତି। ସେମାନେ ପିରିଅଡସ୍ ଯନ୍ତ୍ରଣାକୁ ମଧ୍ୟ ଅନୁଭବ କରନ୍ତି ନାହିଁ।”

ଘିଅ ଖାଇଲେ ଲାଭ ହେବ

ଟିନା କହିଛନ୍ତି, “ମୋର ଶରୀର ଦେଶୀ ପ୍ରକୃତିର। ମୁଁ ବ୍ୟାକ ପେନ୍ ଓ ଯନ୍ତ୍ରଣା ଅନୁଭବ କରେ ନାହିଁ। ତେବେ ଝିଅମାନେ ଯନ୍ତ୍ରଣା ବାବଦରେ କଥା ହୁଅନ୍ତି। ଯଦି ଆପଣ ଘିଅ ଖାଇବେ ଏବଂ ଠିକ ଡାଇଟିଂ କରିବେ, ତେବେ ଆପଣଙ୍କ ପିଡା ହେବ ନାହିଁ। ସମୟ ସହିତ ସବୁଠି ସାଧାରଣ ହୋଇଯିବ।”

ସୁନିତା ଆହୁଜାଙ୍କ ମତ

ଟିନାଙ୍କ ମା’ ସୁନିତା ଆହୁଜା ମଧ୍ୟ ଏହି ମତକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ମହିଳାମାନେ ଏହା ଉପରେ ଏକ ଡାଇଟିସିଆନ୍‌ଙ୍କ ସହିତ କଥାବାର୍ତ୍ତା କରିବା ଉଚିତ। ମୋ ଝିଅ କହିଦେଲା ବୋଲି ତାହା କରିବା ଉଚିତ ନୁହେଁ। କାରଣ ପରେ କିଏ ଅଭିଯୋଗ କରିବ ଯେ, ଟିନା କହିବାରୁ ଘିଅ ଖାଇକି ମୋ ଛାତି ଫାଟିଗଲା।

Share. Facebook Twitter LinkedIn Email WhatsApp Copy Link

Related Posts

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026

ଦୁର୍ନୀତି ମାମଲାରେ ପିନାରାଇ ବିଜୟନ ଓ ତାଙ୍କ ଝିଅଙ୍କ ବିରୋଧରେ ଏଫ୍‌ଆଇଆର୍ ନିର୍ଦ୍ଦେଶ

October 10, 2026

ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଜେଏନ୍‌ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦ ବିମୋଲ ଆକୋଇଜାମ ଦୋଷୀ ସାବ୍ୟସ୍ତ

October 10, 2026

ଆଜି WCLରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଭାରତ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

October 10, 2026
Latest News

ପାନାମାରେ ୭.୭ ତୀବ୍ରତାର ଭୂମିକମ୍ପ ଝଟ୍‌କା: ଭୁଶୁଡ଼ିଲା ଘରଦ୍ୱାର, ସ୍କୁଲ ଓ ଅଫିସ୍ ବନ୍ଦ

October 10, 2026

ଦୁର୍ନୀତି ମାମଲାରେ ପିନାରାଇ ବିଜୟନ ଓ ତାଙ୍କ ଝିଅଙ୍କ ବିରୋଧରେ ଏଫ୍‌ଆଇଆର୍ ନିର୍ଦ୍ଦେଶ

October 10, 2026

ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲା: ଜେଏନ୍‌ୟୁ ପ୍ରଫେସର ତଥା କଂଗ୍ରେସ ସାଂସଦ ବିମୋଲ ଆକୋଇଜାମ ଦୋଷୀ ସାବ୍ୟସ୍ତ

October 10, 2026

ଆଜି WCLରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଭାରତ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

October 10, 2026

CJPର ଆନ୍ଦୋଳନକୁ AAP ଓ ବାମପନ୍ଥୀ ଦଳଙ୍କ ସମର୍ଥନ, ଦୂରେଇ ରହିଲା କଂଗ୍ରେସ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.